ବାଇଡେନ୍ ଙ୍କ କିଭ୍ ଗସ୍ତର ଇଫେକ୍ଟ , ପରମାଣୁ ଚୁକ୍ତି ବାତିଲ କଲା ଋଷ
ଋଷ: ରୁଷ-ୟୁକ୍ରେନ୍ ମଧ୍ୟରେ ପାଖାପାଖି ବର୍ଷେ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ ଚିହିଁକି ଉଠିଛି ରୁଷ। ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ସହ ଥିବା ଶେଷ ପରମାଣୁ ଚୁକ୍ତିକୁ ବାତିଲ କରିଛନ୍ତି। ରଏଟର୍ସର ସୂଚନା ମୁତାବକ, ୟୁକ୍ରେନ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ରୁଷ ସଂସଦରେ ଭାଷଣ ଦେବା ପରେ ପୁଟିନ ସାଂସଦମାନଙ୍କୁ କହିଛନ୍ତି, ମୁଁ ଆଜି […]
Continue Reading
