ତଓ୍ୱାଙ୍ଗ ସୀମା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା

ଓ୍ୱାଶିଂଟନ: ଅରୁଣାଚଳପ୍ରଦେଶ ତଓ୍ୱାଙ୍ଗରେ ଚୀନ-ଭାରତୀୟ ସେନା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ ଜଣାଇଲା ଆମେରିକା । ଭାରତୀୟ ସେନାର ପତିଆରାକୁ ପ୍ରଶଂସା କଲା ସୁପରପାଓ୍ୱାର ଆମେରିକା । ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ସୂଚିତ କଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ଓ ଚୀନ ଧ୍ୟରେ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ହ୍ୱାଇଟ୍ ହାଉସ । ଉଭୟ ପକ୍ଷ ଦ୍ୱିପାକ୍ଷିକ ଆଲୋଚନାରେ ସମାଧାନ କରିବାକୁ ଆହ୍ୱାନ କରିଛି ଆମେରିକା । ଡିସେମ୍ୱର […]

Continue Reading

ବିଲ୍‌କିସ୍‌ ବାନୋଙ୍କ ଆବେଦନର ଶୁଣାଣିରୁ ଓହରିଲେ ଜଷ୍ଟିସ ତ୍ରିବେଦୀ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ତାଙ୍କ ଆବେଦନରର ଶୁଣାଣି କରିବାକୁ ଯାଉଥିବା ଖଣ୍ଡପୀଠରୁ ହଠାତ୍‌ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓହରି ଯାଇଛନ୍ତି। ଫଳରେ ଆବେଦନର ଶୁଣାଣି ଆଉ ଗୋଟିଏ ବେଞ୍ଚଙ୍କ ଆଗରେ ଲିଷ୍ଟିଂ କରାଯିବ। ଏହାପରେ ହିଁ ବିଲକିସ ବାନୋଙ୍କ ଆବେଦନର ଶୁଣାଣି ହେବ। ୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି […]

Continue Reading

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ ମଧ୍ୟରେ ବହୁ ସେଲିବ୍ରିଟି ବାବା ବିଶ୍ବନାଥଙ୍କ ଶରଣାଗତ ହୋଇଛନ୍ତି । ତେବେ ଏହି ତାଲିକାରେ ରହିଛନ୍ତି ରଣଭୀର କପୁର, ଆଲିଆ ଭଟ୍ଟ, ଅକ୍ଷୟ କୁମାର, ଅଜୟ ଦେବଗାନ୍, […]

Continue Reading

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ବିଷୟରେ ଜଣା ପଡ଼ିବା ପରେ ପୋଲିସ ଆର୍ଥ ମୁଭର୍ସ ସହାୟତାରେ ମୃତକଙ୍କ ଶରୀରର ଖଣ୍ଡକୁ ଉଦ୍ଧାର […]

Continue Reading

ଭାରତ ସହ ସଂଘର୍ଷ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଚାଇନା

ବେଜିଂ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛି ବେଜିଂ। ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସେନା ଏଲଏସି ନିକଟରେ ମାରପିଟ୍‌ ହୋଇଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଚାଇନା ସରକାର ସୀମାରେ ସବୁ କିଛି ସ୍ଥିର ରହିଥିବା କହିଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, “ଆମେ ଯାହା ବର୍ତ୍ତମାନ ଯାଏ ବୁଝିଛୁ ଚାଇନା-ଭାରତ ସୀମାରେ ପରିସ୍ଥିତି […]

Continue Reading

ଚୀନକୁ ଚାଲେଞ୍ଜ ଦେଲେ ଅମିତ ଶାହ, କହିଲେ ‘ମୋଦି ସରକାରରେ ଇଞ୍ଚେ ବି ଜମି ନେଇ ପାରିବନି’

ନୂଆଦିଲ୍ଲୀ: ଭାରତର ଇଞ୍ଚେ ବି ଜମି କାହାକୁ ଦେବୁନି । ମୋଦି ସରକାର ସମୟରେ ଶତ୍ରୁପକ୍ଷ ଚାହିଁଲେ ବି ଗୋଟିଏ ଇଞ୍ଚ ଜମି ନେଇ ପାରିବେ ନାହିଁ । ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ସାହ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗଠାରେ ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହେବାର ଚିତ୍ର ସାଟେଲାଇଟ ଫୁଟେଜରୁ ସାମ୍ନାକୁ ଆସିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।   ଜିନପିଙ୍ଗ୍ […]

Continue Reading

ଜ୍ୟାକଲିନ୍‌ଙ୍କ ବିରୋଧରେ ମାନହାନୀ ମକଦ୍ଦମା ଅଭିଯୋଗ କଲେ ନୋରା ଫତେହି

ମୁମ୍ବାଇ: ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌। କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼। ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ବିରୋଧରେ କରିଛନ୍ତି ମାନହାନୀ ମକଦ୍ଦମା। କେବଳ ଜ୍ୟାକଲିନ୍‌ ନୁହଁ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା। ଅଭିନେତ୍ରୀ ନୋରାଙ୍କୁ ବଦନାମ ଉଦ୍ଦଶ୍ୟରେ ଜ୍ୟାକଲିନ ତାଙ୍କ ବିରୋଧରେ […]

Continue Reading

ଆସନ୍ତାବର୍ଷ ତିନୋଟି ଜି-୨୦ ବୈଠକର ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ତିନିଟି ଜି-୨୦ ବୈଠକର ଆୟୋଜନ କରିବେ ଓଡ଼ିଶା ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି ଯେ ରାଜ୍ୟରେ ଶକ୍ତି, ଶିକ୍ଷା ଏବଂ ସଂସ୍କୃତି ଉପରେ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୧ରେ ଭାରତ ଜି -୨୦ ର ସଭାପତି ହେବା ପରେ ଓଡିଶା ସମେତ ଅନେକ ରାଜ୍ୟରେ ବୈଠକ ଆୟୋଜନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ବସିଥିବା ଶିଖର ସମ୍ମିଳନୀରେ ଦେଶର ୫୫ […]

Continue Reading

ମିିଳିଲା ଜାମିନ କିନ୍ତୁ ଜେଲ୍‌ରୁ ମୁକୁଳିବେନି ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ: ୧୦୦ କୋଟି ଟଙ୍କାର ଦୁର୍ନୀତି ଓ ନିଜ କ୍ଷମତାର ଅପବ୍ୟବହାର ମାମଲାରେ ଜେଲ୍‌ରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍‌. ଏସ୍‌. କର୍ଣ୍ଣିକ୍‌ଙ୍କ ଜଣିକିଆ ଖଣ୍ଡପୀଠ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। କିନ୍ତୁ ଜାମିନ ମିଳିବା ସତ୍ତ୍ୱେ ସେ ଜେଲ୍‌ରୁ ଏବେ ମୁକୁଳିପରିବେ ନାହିଁ। ଦୁର୍ନୀତି ମାମଲାର ତଦନ୍ତ କରୁଥିବା […]

Continue Reading

ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବ ସାଉଦିଆରବ

ରିୟାଦ: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଡୋଶୀ ଦେଶ ୟୁଏଇକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି । ସାଉଦିଆରବ ୟୁଏଇର ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ସାଉଦିଆରବ ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମଧ୍ୟ ରହିଛି । ୧୮କିମି ଅଂଚଳରେ ଏହି ଟାୱାର ନିର୍ମାଣ କରାଯିବ । ବୁର୍ଜ ଖଲୀଫା ୮୨୮ ମିଟର ଉଚ୍ଚତା ହୋଇଥିବା ବେଳେ ଏହି ଟାୱାର ଏହାଠାରୁ […]

Continue Reading