‘ଥର୍‌’ ଫେମ୍ ଅଭିନେତା କ୍ରିସ୍ ହେମସୱର୍ଥ ଗୁରୁତର ରୋଗରେ ପୀଡିତ

ଲସ୍ ଏଞ୍ଜଲିସ୍‌: ହଲିଉଡର ସୁପରହିଟ୍ ଫିଲ୍ମ ଆଭେଞ୍ଜର୍ସର ‘ଥର୍‌’ ଓରଫ କ୍ରିସ୍ ହେମସୱର୍ଥ। ତାଙ୍କର ବଡି ଫିଟ୍‌ନେସ୍ ଓ ଲୁକ୍ ଦେଖି ଲକ୍ଷ ଲକ୍ଷ ପ୍ରଶଂସକ ପାଗଳ। ତେବେ ପୂରାପୁରି ଫିଟ୍ ଦେଖାଯାଉଥିବା ଏହି ଅଭିନେତା ଏବେ ଗୁରୁତର ରୋଗରେ ପୀଡିତ। ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥର୍ ଭାବେ ପରିଚିତ ଏହି ଅଭିନେତାଙ୍କୁ ଅଲଝାଇମର୍ ହୋଇଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। କ୍ରିସ୍ ଏହି ରୋଗ ନେଇ ତାଙ୍କ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଛନ୍ତି […]

Continue Reading

ସାଉଦି କ୍ରାଉନ ପ୍ରିନ୍ସଙ୍କୁ ଆମେରିକୀୟ ସୁରକ୍ଷା, ୨୦୧୪ରେ ମୋଦୀଙ୍କୁ ମିଳିଥିଲା ସମାନ ସୁବିଧା

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଏବେ ଆମେରିକାର ସୁରକ୍ଷା ଚକ୍ଷୁରେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ । ଆମେରିକୀୟ ପ୍ରବକ୍ତା ବେଦାନ୍ତ ପଟେଲଙ୍କ କହିବାନୁସାରେ, ସାମ୍ୱାଦିକ ଜମାଲ ଖାସୋଗିଙ୍କ ହତ୍ୟା ଅଭିଯୁକ୍ତ କ୍ରାଉନ ପ୍ରିନ୍ସ ସଲମାନଙ୍କୁ ନିଷିଦ୍ଧାଦେଶ ମୁକ୍ତ କରାଯାଇଛି, ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରୁ ଠିକ୍ ଏମିତି ବ୍ୟାନ ଉଠାଯାଇଥିଲା । ଅନେକ ବର୍ଷ ପରେ ଆମେରିକା ବୈଦେଶିକ ବିଭାଗ ମୋଦୀଙ୍କ ବ୍ୟାନ ହଟାଇବା ନେଇ ଟିପ୍ପଣୀ ଦେଇଛି […]

Continue Reading

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ନାବାଳକ ନୁହେଁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା। ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି କହିଛନ୍ତି। ୮ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ବେଳେ ସେହି ଅଭିଯୁକ୍ତ ଜଣକ ନାବାଳକ ନଥିଲା। ତେଣୁ ଅନ୍ୟ ସାବାଳକ ଅଭିଯୁକ୍ତଙ୍କ ଭଳି ତା’ର ବିଚାର କରିବାକୁ […]

Continue Reading

ହେଡଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହରାଇବେ ୧୦୦ କୋଟି ଯୁବା!

ପ୍ୟାରିସ: ସାମ୍ନାକୁ ଆସିଛି ଚକିତ କରିବା ଭଳି ଗୋଟିଏ ରିପୋର୍ଟ। ଯୁବଗୋଷ୍ଠୀ ଏବେ ଅନେକ ସମୟରେ ବିଭିନ୍ନ ପ୍ରକାରର ହେଡଫୋନ୍ସ ବ୍ୟବହାର କରି ସବୁବେଳେ ଗୀତ ଶୁଣୁଛନ୍ତି କିମ୍ବା କଥା ହେଉଛନ୍ତି। ସେହିପରି ଜୋରରେ ନାଚଗୀତ ପରିବେଶଣ ହେଉଥିବା ସ୍ଥାନ ଗୁଡ଼କରେ ପାର୍ଟି ବି କରୁଛନ୍ତି। ଏହାର ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏପରି ସମସ୍ୟା ଦେଇ ଗତି କରୁଛି। ଯୁବକ/ଯୁବତୀମାନଙ୍କ ଏପରି ଆଚରଣ ସେମାନଙ୍କ ଶ୍ରବଣ ଶକ୍ତି […]

Continue Reading

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ ମାନ୍ଦାବସ୍ଥା ରହିଥିବାରୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା । କଷ୍ଟ କଟିଂକୁ ନେଇ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କୁହାଯାଉଛି […]

Continue Reading

ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତ୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିବାରୁ ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ଆମେ ଜି-୨୦ ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟ ଓ ସହରରେ […]

Continue Reading

ବାଲିରେ ପ୍ରବାସୀଙ୍କୁ ବାଲିଯାତ୍ରା କଥା କହିଲେ ମୋଦୀ

ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା ପାଇଁ ବର୍ଷ ବର୍ଷ ଧରି ବାଲିଯାତ୍ରା ଆୟୋଜିତ ହୋଇଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ସମ୍ପର୍କ ଐତିହାସିକ । ଦୁଇ ଦେଶର ଲୋକେ ପରସ୍ପର […]

Continue Reading

ଗୁଜରାଟ ନିର୍ବାଚନ: ବିଜେପି ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ଅମିତ ଶାହ ଚଳାଇଲେ ନୂଆ ଗୋଟି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିଦ୍ରୋହୀ। ଟିକେଟ ପାଇ ନ ଥିବା ଦଳୀୟ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୧୬୦ଟି ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହି ସମୟରେ ଦଳ ୩୮ ଜଣ ନେତାଙ୍କ ଟିକେଟ କାଟି ଦେଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ୁଛି। ତେଣୁ ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ […]

Continue Reading

୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ମୃତ ଅଫିସର ଜଣକ ନାଁ ହେଉଛି ଅନିକେତ କୁମାର । ସେ କଟକ ଅଞ୍ଚଳର ବାସିନ୍ଦା ଥିଲେ । ଗତକାଲି ସକାଳେ ତାଙ୍କ […]

Continue Reading

ଏୟାର ଇଣ୍ଡିଆକୁ ୧୨୫.୯ ନିୟୁତ ଦେବାକୁ ଆମେରିକାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ୧୨୫.୯ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ମହାମାରୀ କରୋନା ଓ ଅନ୍ୟାନ୍ୟ ସମୟରେ ଏୟାର ଇଣ୍ଡିଆର ବିମାନ ବାତିଲ ଏବଂ ବିମାନ ସମୟରେ ପରିବର୍ତ୍ତନ ଯୋଗୁ ଅନେକ ଲୋକ ଟିକେଟ ବାତିଲ କରିଥିଲେ। ଏହି ଟଙ୍କା ଏବେ ଆମେରିକା ସରକାର ଯାତ୍ରୀଙ୍କୁ ଫେରସ୍ତ କରିବାକୁ ଏୟାର ଇଣ୍ଡିଆକୁ କହିଛନ୍ତି। ତେଣୁ ଏ ବାବଦରେ ଏୟାର ଇଣ୍ଡିଆକୁ ୧୨୧.୫ ମିଲିୟନ ଡଲାର ଦେବାକୁ କୁହାଯାଇଛି। ସେହିପରି […]

Continue Reading