ମାଲିସ ଭିଡିଓ ଲିକ୍ ଘଟଣା: ଇଡିକୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ମାଲିସ କରାଯାଉଥିବା ଭିଡିଓ ଘଟଣାକୁ ନେଇ ରାଜନୀତିକ ଜୋର ଧରିଛି। ବିଜେପି ଓ ଆପ୍ ଏହି ଘଟଣାକୁ ନେଇ ମୁହାଁମୁହିଁ ହେଉଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ। ଜେଲ ଭିତରର ସିସିଟିଭି କେମିତି ଲିକ୍ ହେଲା, ସେକଥା ଜାଣିବା ପାଇଁ କୋର୍ଟ ଇଡିକୁ ନୋଟିସ କରିଛନ୍ତି। କୋର୍ଟ ଏହାକୁ ଗମ୍ଭୀର ଅବହେଳା ବୋଲି କହିଛନ୍ତି। ଏଥିସହ ଏହା ଅଦାଲତ […]
Continue Reading
