ଏୟାର ଇଣ୍ଡିଆକୁ ୧୨୫.୯ ନିୟୁତ ଦେବାକୁ ଆମେରିକାର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ୧୨୫.୯ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ମହାମାରୀ କରୋନା ଓ ଅନ୍ୟାନ୍ୟ ସମୟରେ ଏୟାର ଇଣ୍ଡିଆର ବିମାନ ବାତିଲ ଏବଂ ବିମାନ ସମୟରେ ପରିବର୍ତ୍ତନ ଯୋଗୁ ଅନେକ ଲୋକ ଟିକେଟ ବାତିଲ କରିଥିଲେ। ଏହି ଟଙ୍କା ଏବେ ଆମେରିକା ସରକାର ଯାତ୍ରୀଙ୍କୁ ଫେରସ୍ତ କରିବାକୁ ଏୟାର ଇଣ୍ଡିଆକୁ କହିଛନ୍ତି। ତେଣୁ ଏ ବାବଦରେ ଏୟାର ଇଣ୍ଡିଆକୁ ୧୨୧.୫ ମିଲିୟନ ଡଲାର ଦେବାକୁ କୁହାଯାଇଛି। ସେହିପରି […]
Continue Reading
