ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଛୁଇଁଲା , ୨୦୨୩ରେ ଚାଇନାକୁ ପାର କରିବ ଭାରତ
ନୂଆଦିଲ୍ଲୀ: ବିଶ୍ୱଜନସଂଖ୍ୟା ଆଜି ଅର୍ଥାତ ୨୦୨୨ ମସିହା ନଭେମ୍ବର ୧୫ରେ ୮୦୦ କୋଟି ପାର କରିଛି। ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ […]
Continue Reading
