‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ ଭ୍ୟାକ୍ସିନ୍ ୱାର୍’
ମୁମ୍ବାଇ: ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିବା ଦ କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଆସିଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଥରେ ବଲିଉଡକୁ ଆଉ ଏଭ କେଟି ଦେବାକୁ ଯାଉଛନ୍ତି। ଏଥର ଖୋଲିବ ସମସ୍ତ କୋଭିଡ ଭ୍ୟାକ୍ସିନ୍ର ରାଜ୍। ଖୁବଶୀଘ୍ର ଆସିବ ଫିଲ୍ମ ‘ ଦି ଭ୍ୟାକସିନ୍ ୱାର୍’। ଏନେଇ ଖୋଦ୍ ନିର୍ଦ୍ଦେଶକ ଘୋଷଣା କରିଛନ୍ତି। ଫିଲ୍ମର ଘୋଷଣା ହେବା ସହ ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ୨୦୨୩ ଅଗଷ୍ଟ ୧୫ ତାରିଖରେ ‘ଭ୍ୟାକ୍ସିନ୍ ୱାର’ […]
Continue Reading
