ରାଲି ବେଳେ ଗୁଳିମାଡ଼, ଇମ୍ରାନ ଖାନ୍ ଆହତ
ଇସଲାମାବାଦ: ଗୃହଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନରେ ଆଜି ବଡ଼ ଘଟଣା ଘଟିଛି। ସରକାରଙ୍କ ବିରୋଧରେ ରାଲି କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି ମାଡ଼ କରାଯାଇଛି। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଇମ୍ରାନ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ତାଙ୍କ ମ୍ୟାନେଜର ଓ ରାଲିରେ ଯୋଗ ଦେଇଥିବା କିଛି ଲୋକ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଇମ୍ରାନ ଖାନଙ୍କ […]
Continue Reading
