ପ୍ରଦୂଷଣ ପାଇଁ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ ପ୍ରାଥମିକ ବିଦ୍ୟାଳୟ ବନ୍ଦ
ନୂଆଦିଲ୍ଲୀ: କମୁନି ପ୍ରଦୂଷଣ, ଅଣନିଶ୍ୱାସୀ ଜନ ଜୀବନ । ରାଷ୍ଟ୍ରୀୟ ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବିଦ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତାକାଲି ଶନିବାର ଠାରୁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରି ରହିବ । ଆଜି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୦ ଉପରେ ରହିଛି । ଦିଲ୍ଲୀର ୫୦ଟି ସ୍ଥାନ ମଧ୍ୟରୁ ୪୨ଟି […]
Continue Reading
