ମାତ୍ର ୩୦ ବର୍ଷ ବୟସରେ ଚାଲିଗଲେ ପୂର୍ବତନ WWE ରେସଲର ସାରା ଲି

ୱାଶିଂଟନ: ଆଉ ନାହାନ୍ତି ପୂର୍ବତନ WWE ରେସଲର ସାରା ଲି। ମାତ୍ର ୩୦ ବର୍ଷ ବସୟରେ ପୂର୍ବତନ ୱାର୍ଲଡ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରେସଲର ସାରାଙ୍କ ଦେହାନ୍ତ ହୋଇଛି। ସାରଙ୍କ ମା’ ଟେରି ଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ କେମିତି ତାଙ୍କର ମୃତ୍ୟୁ ହେଲା ସେ ବିଷୟରେ କିଛି ବି ଜଣାପଡ଼ିନି। ସେ ଦୀର୍ଘ ଦିନ ହେଲା କୌଣସି ଅଜଣା ରୋଗରେ ପୀଡ଼ିତ ଥିବା କୁହାଯାଉଛି। ହେଲେ ସେ ଏଥିରୁ ସୁସ୍ଥ ହେଉଥିବା ମାତ୍ର […]

Continue Reading

ଏଣିକି Hindi ଭାଷାରେ ହେବ MBBS ପାଠପଢ଼ା! ହିନ୍ଦି ସିଲାବସର ଶୁଭାରମ୍ଭ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ହେବ । ହିନ୍ଦିରେ ମେଡିକାଲ ଶିକ୍ଷା ପ୍ରଦାନ ନେଇ ମଧ୍ୟପ୍ରଦେଶ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଆସନ୍ତା ୧୬ ତାରିଖରେ ଭୋପାଳର ଏକ ସମାରୋରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ଶୁଭାରମ୍ଭ କରିବେ । ମୋତିଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମେଡିକାଲ ଏଜୁକେସନର ହିନ୍ଦି ସିଲାବସର ବହି ଲୋକାର୍ପିତ କରାଯିବ । ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ […]

Continue Reading

ରାଷ୍ଟ୍ରପତିଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ, କଂଗ୍ରେସ ନେତାଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଅଡୁଆରେ । ଜାତୀୟ ମହିଳା କମିଶନ ଏଥିଲାଗି ଉଦିତ ରାଜଙ୍କୁ ନୋଟିସ ଜାରି କରିଛନ୍ତି।  ଏନେଇ ଜବାବ ରଖିବାକୁ ଉଦିତ ରାଜଙ୍କୁ ଏଥିରେ କୁହାଯାଇଛି। ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଭାଷଣକୁ ନେଇ ଉଦିତ ରାଜ ଟ୍ୱିଟ୍ କରିଥିଲେ । ଚାମଚାଗିରିର ସବୁ ସୀମା ପାର୍ ହୋଇଗଲା ବୋଲି ଦ୍ରୌପଦୀଙ୍କ ଭାଷଣକୁ […]

Continue Reading

ଶେଷ ଟି-୨୦ରେ ଟସ୍‌ ଜିତିଲା ଭାରତ, ଖେଳୁ ନାହାନ୍ତି ଏହି ୩ ଖେଳାଳି

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ୨-୦ରେ ସିରିଜ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତ ସିରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ […]

Continue Reading

ଦିଲ୍ଲୀ ଏଲଜିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିସୋଡିଆ

ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏବେ ଏଲଜି ବିନୟ କୁମାର ସକ୍ସେନା ଏବଂ ଆପ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ଏଲଜି ଆପର ଦୁର୍ନୀତି ନେଇ ଗୋଟିଏ ପରେ ଗୋଟିଏ ତଦନ୍ତ ନିର୍ଦ୍ଦେଶ ଦେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ । ସେ ଏକ ପତ୍ର ମାଧ୍ୟମରେ ଏଲଜିଙ୍କୁ ଜଣାଇଛନ୍ତି ଯେ, ଆପଣଙ୍କ ସମସ୍ତ ଆଦେଶ ରାଜନୈତିକ […]

Continue Reading

ଲୋକଙ୍କୁ ଗୋଟା କୁକୁଡ଼ା ଓ ମଦ ବାଣ୍ଟିଲା କେସିଆରଙ୍କ ଦଳ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର ଲୋକଙ୍କୁ ଗୋଟା କୁକୁଡ଼ା ଓ ଗୋଟିଏ ଲେଖାଏ ମଦ ବୋତଲ ବାଣ୍ଟିଛି। ଏହି ମଦ ଓ କୁକୁଡ଼ା ଲୋକଙ୍କୁ ବାଣ୍ଟବା ବେଳର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜର ଜାତୀୟ ରାଜନୀତିକ ଦଳ ଲଞ୍ଚ […]

Continue Reading

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା । କିନ୍ତୁ ଟ୍ରିଜର ପରେ ସୋସିଆଲ୍ ମିଡିଆରେ ଲୋକେ ‘ଆଦିପୁରୁଷ’ ଫିଲ୍ମକୁ ବୟକଟ୍ ଟ୍ରେଣ୍ଡକୁ ଆପଣାଇଛନ୍ତି । ଅକ୍ଟୋବର ୨ ତାରିଖରେ ଅଯୋଧ୍ୟାର ସରାୟୁ ଘାଟରେ […]

Continue Reading

Jio Ture 5G: ଆସନ୍ତାକାଲି ଦଶହରାରେ ହେବ ଲଞ୍ଚ, ଦେଶର ୪ଟି ସହରର ୟୁଜର୍ସଙ୍କୁ ମିଳିବ ସର୍ଭିସ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ୫ଜି ସର୍ଭିସ ଘୋଷଣା କରିସାରିଛି । କମ୍ପାନୀ ୪ଟି ସହରରେ ୫ଜି ସର୍ଭିସ ଲଞ୍ଚ କରିବ । ଏହି ସର୍ଭିସର ଫାଇଦା ଆପଣମାନେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୫ ତାରିଖରୁ ଉଠାଇ ପାରିବେ । କମ୍ପାନୀ ଏହି ସର୍ଭିସ ସହିତ ୱେଲକମ ପ୍ଲାନର ମଧ୍ୟ ଘୋଷଣା କରିଛି । ୟୁଜର୍ସମାନେ ଜିଓ ଟିଉର ୫ଜି ସର୍ଭିସର ଫାଇଦା ଦଶହରା ଅବସରରେ ଉଠାଇ ପାରିବେ । ପ୍ରାରମ୍ଭିକ ଭାବେ କମ୍ପାନୀ ଦିଲ୍ଲୀ, ବାରାଣସୀ, […]

Continue Reading

ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର ରଡାରକୁ ଚକମା ଦେବାରେ ସକ୍ଷମ । ଯୋଧପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ଷମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲିକପ୍ଟରକୁ ବାୟୁସେନାରେ ସାମିଲ୍ କରିଛନ୍ତି । ହାଲକା ଯୁଦ୍ଧ ହେଲିକପ୍ଟର […]

Continue Reading

ଗୋଟିଏ ଦିନରେ ମଠ, ମସଜିଦ ଓ ଚର୍ଚ୍ଚ ଗଲେ ରାହୁଲ ଗାନ୍ଧି, ୪-୫ ଭାରତ ଯୋଡ଼ୋ ଯାତ୍ରା ବନ୍ଦ

ବେଙ୍ଗାଲୁରୁ: କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରା ୨୬ ଦିନରେ ପହଞ୍ଚିଛି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ୋ ପଦଯାତ୍ରା କଶ୍ମୀର ଯାଏ ଚାଲିବ। ଏହାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧି ଯାତ୍ରାର ୨୬ତମ ଦିନରେ କର୍ଣ୍ଣାଟକାର ମହୀଶୂରରେ ଥିବା ଗୋଟିଏ ମଠ, ମସଜିଦ ଓ ଚର୍ଚ୍ଚାକୁ ଯାଇ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଦିନରେ ରାହୁଲ ୩ଟି ଧାର୍ମିକ ଅନୁଷ୍ଠାନକୁ ଯାଇଥିବାରୁ ଏହାକୁ ନେଇ […]

Continue Reading