ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକିସ୍ତାନ
ଇସଲାମାବାଦ: ଭୟାବହ ବନ୍ୟା ପରେ ଏବେ ପଡୋଶୀ ଦେଶ ପାକିସ୍ତାନକୁ ଘାରିଛି ଡେଙ୍ଗୁ ମ୍ୟାଲେରିଆ ଭୟ। ଏଠାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାଯୋଗୁ ମ୍ୟାଲେରିଆର ମୁକାବିଲା ପାଇଁ ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ମଙ୍ଗଳବାର ଏନେଇ ଏକ ପ୍ରସ୍ତାବକୁ ପାକ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି। ତେବେ ଏହି ମଶାରି କିଣିବା ପାଇଁ ପାକିସ୍ତାନ କୌଣସି ଅର୍ଥ ଖର୍ଚ୍ଚ […]
Continue Reading
