ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ପୋର୍ଟାଲ ଲଞ୍ଚ କଲେ ସରକାର
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଉଥିବା ପଦ୍ମ ପୁରସ୍କାର ୨୦୨୩ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମେ ୧ ତାରିଖରୁ ଆରମ୍ଭ ହୋଇଯାଇଛି। ପଦ୍ମ ପୁରସ୍କାର ଆବେଦନ ପାଇଁ ସେପ୍ଟମ୍ବର ୧୫ ଶେଷ ତାରିଖ ରହିଛି। ପଦ୍ମ ପୁରସ୍କାର ପାଇଁ ଆବେଦନ କେବଳ ଅନଲାଇନ୍ ମାଧ୍ୟମରେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ ମାଧ୍ୟମରେ କରାଯାଇପାରିବ। ସରକାରଙ୍କ କହିବା ମୁତବାକ ପୋର୍ଟାଲ ମାଧ୍ୟମରେ ପୁରସ୍କାରର ପାରିଦର୍ଶିତା ଏବଂ ସାଦାରଣ ଲୋକଙ୍କ ସହଯୋଗ ଜାରି ରହିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ […]
Continue Reading
