ମଙ୍କିପକ୍ସକୁ ମାତ୍ ଦେବାକୁ ଆସିବ ଔଷଧ! ଆରମ୍ଭ ହେଲା କ୍ଲିନିକାଲ ଟ୍ରାଏଲ
ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ମଙ୍କିପକ୍ସକୁ ମାତ ଦେବା ପାଇଁ ଉପଲବ୍ଧ ଥିବା ଟିକା ଅତ୍ୟନ୍ତ ସୀମିତ ଓ ଏହାର ସପ୍ଲାଏ ମଧ୍ୟ ଠିକ ଭାବେ ହୋଇପାରୁନି। ତେଣୁ ମଙ୍କିପକ୍ସକୁ ମାତ ଦେବାକୁ ବୈଜ୍ଞାନିକମାନେ ଔଷଧ ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ଭାଇରାଲ ରୋଗ ବିରୋଧରେ ଗୋଟିଏ ଔଷଧର କ୍ଲିନିକାଲ […]
Continue Reading
