ତାଇୱାନକୁ ଡ୍ରାଗନର ନାଲି ଆଖି, ହେବ କି ଯୁଦ୍ଧ………….
ବେଜିଂ: ଚୀନ ଆଉ ତାଇୱାନ ମଧ୍ୟରେ ଯେଉଁ ବିବାଦ ଚାଲିଛି ତାହା ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହି ବିବାଦ ଯୁଦ୍ଧର ଆଶଙ୍କା ଭାବେ ଉଭା ହେଲାଣି । ଯୋଜନା ଅନୁସାରେ ୪ ଦିନ ଯୁଦ୍ଧାଭ୍ୟାସ କରିବ ବୋଲି କହି ଚୀନ ଯାହା ଆରମ୍ଭ କରିଥିଲା ବର୍ତ୍ତମାନ ତାହାକୁ ରୋକିବା ତ ଦୂର କଥା ଏହାକୁ ଆହୁରି ତୀବ୍ର କରିଛି । ତାଇୱାନର ଚର୍ତୁପାଶ୍ୱକୁ ଘେରିକରି ଚୀନ ତାର ସାମରିକ ଯୁଦ୍ଧଭ୍ୟାସ ଜାରି ରଖିଛି […]
Continue Reading
