Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି । ଏବେ ଆକାଶ ରିଲାଏନ୍ସ ଜିଓର ଚେୟାରମ୍ୟାନ ଓ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ । ଜୁନ ୨୭ ତାରିଖଠାରୁ ମୁକେଶଙ୍କ ଇସ୍ତଫା କାର୍ଯ୍ୟକାରୀ ହେବ । ବୋର୍ଡ […]

Continue Reading

ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଉଦ୍ଧବଙ୍କ ପ୍ରୟାସ, କଲେ ଭାବପୂର୍ଣ୍ଣ ନିବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ଲାଗି ଆଉ ଏକ ପ୍ରୟାସ କରିଛନ୍ତି । ଜାରି କରିଛନ୍ତି ଏକ ଭାବ ପ୍ରବଣ ଭିଡିଓ । ଯେଉଁଥିରେ ଉଦ୍ଧବ ଠାକରେ କହିଛନ୍ତି, ଆଲୋଚନା ମାଧ୍ୟମରେ ହୋଇ ପାରିବ ସମାଧାନ । ସେଥିପାଇଁ କେବଳ ବିଧାୟକ ମାନେ ତାଙ୍କ ସହ କଥା ହେବାକୁ ଉଦ୍ଧବ ଠାକରେ ନିବେଦନ କରିଛନ୍ତି । ଭିଡିଓରେ ଠାକରେ ଆହୁରି କହିଛନ୍ତି, ପରିବାରର ମୁଖିଆ ଭାବେ ମୁଁ […]

Continue Reading

ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

ଦିଲ୍ଲୀ :ହୁତ୍ ହୁତ୍ ହୋଇ ଜଳିଯାଉଛି ସପିଂ ମଲ୍। ରକେଟ ମାଡରେ ମଲ ଜଳୁଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଥମୁନି ଋଷର ରାଗ। ଏଯାଏ ଜୋରଦାର ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ହେଲେ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି ଋଷ। ପୁଣି ଥରେ ଏକ ମଲ୍ ଉପରକୁ ରକଟେ ମାଡ କରି ଆତଙ୍କ ଖେଳାଉଛି ଋଷ। ଯୁଦ୍ଧକୁ ୪ ମାସ ହେଲାଣି । ଛାରଖାର ହୋଇଯାଇଛି ୟୁକ୍ରେନ । ତଥାପି ଥମୁନି ୟୁକ୍ରେନ ଉପରେ […]

Continue Reading

G7 ରେ ଯୋଗ ଦେଇ ଆବୁଧାବି ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି୭ ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି । ସମ୍ମିଳନୀରେ ବିଶ୍ବ ର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ ମୋଦି । ମୋଦି ଲେଖିଛନ୍ତି ମ୍ୟୁନିଚରେ ଏକ ସ୍ମରଣୀୟ ସଭାରେ ଭାଗ ନେବା ସହ ପୃଥିବୀ ର ସୁସ୍ଥତା ଏବଂ ସମୃଦ୍ଧତାକୁ ଲକ୍ଷ୍ୟ କରି ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସମର୍ଥ […]

Continue Reading

ଅଗ୍ନିବୀର ନିଯୁକ୍ତି: ୩ ଦିନରେ ୫୭ ହଜାର ଆବେଦନ

ନୂଆଦିଲ୍ଲୀ: ସରକାରଙ୍କ ଅଗ୍ନିବୀର ନିଯୁକ୍ତିକୁ ବିରୋଧ କରୁଥିବା ବିଭିନ୍ନ ଦଳକୁ ଆଜି ଶକ୍ତ ଧକ୍କା ଲାଗିଛି । ଭାରତୀୟ ବାୟୁସେନାର ରିପୋର୍ଟ ଅନୁସାରେ ୩ ଦିନ ମଧ୍ୟରେ ପାଖାପାଖି ୫୭୦୦୦ ଆବେଦନ ସେମାନଙ୍କ ପାଖରେ ପଂହଚି ସାରିଛି । ଜୁଲାଇ ୨୪ରେ ଏୟାରଫୋର୍ସର ପ୍ରଥମ ବ୍ୟାଚ ଭାବେ ଏହାର ଅନଲାଇନ ପରୀକ୍ଷା ହେବ । ଯୁବପିଢ଼ୀଙ୍କ ସେନାରେ ପ୍ରବେଶ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୯୯୯ କାରଗିଲ ଯୁଦ୍ଧପରଠାରୁ ସେନା ଯୁବକମାନଙ୍କୁ ନିଯୁକ୍ତି ଦେବାକୁ […]

Continue Reading

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସପାର ଅଧ୍ୟକ୍ଷ ଅଖିଳେଶ ଯାଦବ, ଏନସିପିର ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାରଗେ ସମେତ ଅନ୍ୟ ବିରୋଧୀ ନେତା ଉପସ୍ଥିତ ଥିଲେ । ରାଷ୍ଟ୍ରପତି ପଦ ପାଇଁ […]

Continue Reading

‘Disease X’କୁ ନେଇ ବଢ଼ିଲା ଆଶଙ୍କା, ପୁଣି ଆସିପାରେ ଏକ ଭୟାଭହ ମହାମାରୀ, ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ କୋଭିଡ୍, ମଙ୍କିପକ୍ସ ସଂକ୍ରମଣର ଆଶଙ୍କା ଲୋକଙ୍କ ମଧ୍ୟରେ ଜାରି ରହିଛି । ତେବେ ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ‘ଡିଜିଜ୍ ଏକ୍ସ’ ନାମକ ଏକ ନୂଆ ମହାମାରୀକୁ ନେଇ ଏକ୍ସପର୍ଟମାନେ ଚେତାବନୀ ଦେଇଛନ୍ତି । ଗତ ଛଅ ମାସ ହେଲା ‘ଡିଜିଜ୍ ଏକ୍ସ’କୁ ନେଇ ବ୍ରିଟେନରେ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି । ‘ଡିଜିଜ୍ ଏକ୍ସ’ କିଲର ମହାମାରୀ ପାଲଟିପାରେ ବୋଲି ବିଶେଷଜ୍ଞମାନେ […]

Continue Reading

ଇମ୍ରାନଙ୍କ ଶୋଇବା ଘରେ ଲାଗିଥିଲା ଗୁପ୍ତ କ୍ୟାମେରା !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୋଇବା ଘରେ ଗୁପ୍ତ କ୍ୟାମେରା ଲଗା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ପୂର୍ବରୁ ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବେଳେ ଏହି ଘଟଣା ଏବେ ତାଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟ ମୁତାବକ ଇମ୍ରାନଙ୍କ ଜଣେ କର୍ମଚାରୀ ତାଙ୍କ ବେଡରୁମରେ କ୍ୟାମେରା ଲଗାଉଥିବା ବେଳେ ଅନ୍ୟ ଜଣେ ଏହାକୁ ଦେଖିଥିଲେ । ସେ ସୁରକ୍ଷା କର୍ମୀଙ୍କୁ ଖବର ଦେବାରୁ ଉକ୍ତ କର୍ମଚାରୀ […]

Continue Reading

ଜର୍ମାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ଜର୍ମାନୀ ଗସ୍ତ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀରେ ପହଁଚିଛନ୍ତି । ଗସ୍ତ ପୂର୍ବରୁ  ପ୍ରଧାନମନ୍ତ୍ରୀ ଟୁଇଟ କରି କହିଥିଲେ ଯେ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି । ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର […]

Continue Reading

ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ମଙ୍କିପକ୍ସ’ ବାବଦରେ ଏକ ଆଶ୍ୱସ୍ତିକର ଖବର ଦେଇଛି । ଶନିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମଙ୍କିପକ୍ସ ବର୍ତ୍ତମାନ ପାଇଁ ଏକ ବିରାଟ ଚିନ୍ତା ନୁହେଁ । ଏହାକୁ ନେଇ ଏବେ ଜରୁରୀକାଳୀନ ପରିସ୍ଥିତି ଉପୁଜିନି । ଚଳିତ ବର୍ଷ ମଙ୍କିପକ୍ସରେ ୩୨୦୦ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ସଂକ୍ରମିତ ଆଫ୍ରିକାରେ ଚିହ୍ନଟ ହୋଇଛନ୍ତି । ଏବଂ ଆଫ୍ରିକାର ଜଣଙ୍କର ମୃତ୍ୟୁ ହୋଇଛି […]

Continue Reading