ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୩ ଜଣଙ୍କ ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତଥାପି ନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବସରେ ୧୩ ଜଣ ଯାତ୍ରୀଥିବା କୁହାଯାଉଥିବା ବେଳେ କେତେ ଯାତ୍ରୀ ଥିଲେ ଜଣାପଡ଼ି ନାହିଁ […]
Continue Reading
