ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ‘ମଙ୍କିପକ୍ସ’: ଏହି ୨ଦେଶରୁ ଚିହ୍ନଟ ହେଲା ପ୍ରଥମ ମାମଲା
ଜେନେଭା: ମାରାକ୍ରକ ମଙ୍କିପକ୍ସ ସାରା ଦୁନିଆରେ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହି ଭାଇରସର ନୂଆ ମାମଲା ଏବେ ସ୍ୱିଜରଲ୍ୟାଣ୍ଡ ଓ ଇସ୍ରାଏଲରେ ଦେଖିବାକୁ ମିଳିଛି । ଉଭୟ ଦେଶ ଆନୁଷ୍ଠାନିକ ଭାବେ ଏହାକୁ ସ୍ପଷ୍ଟ କରିଛନ୍ତି । ନିକଟରେ ଅନେକ ୟୁରୋପୀୟ ଏବଂ ଉତ୍ତର ଆମେରିକୀୟ ଦେଶରେ ଏହି ଭାଇରସ୍ ଚିହ୍ନଟ ହୋଇଛି । ବିଶେଷ କରି ଆଫ୍ରିକୀୟ ଦେଶରୁ ଫେରି ଆସିଥିବା ଲୋକମାନେ ଏହାର ଶିକାର ହେଉଛନ୍ତି । କିଛି ସପ୍ତାହ ମଧ୍ୟରେ ବ୍ରିଟେନ, […]
Continue Reading
