ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ଦଳକୁ ଫେରିଲେ ପୂଜାରା
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ତେବେ କାଉଣ୍ଟି କ୍ରିକେଟରେ ଶାନଦାର ପ୍ରଦର୍ଶନ କରିଥିବା ସିନିୟର ଖେଳାଳି ଚେତେଶ୍ୱର ପୂଜାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇ ସାରିଥିବା ବେଳେ ଏବେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଟିମ୍ ଘୋଷଣା କରାଯାଇଛି । ଟେଷ୍ଟ ଟିମ୍ ପାଇଁ ରୋହିତ ଶର୍ମା ଅଧିନାୟକ ରହିଥିବା […]
Continue Reading
