କାନ୍ସ ରେଡ୍ କାର୍ପେଟରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ
ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍ କାର୍ପେଟ୍ରେ ଚାଲିବା ସହ ଭାରତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଭାରତ ଏହି ମହୋତ୍ସବରେ ସମ୍ମାନିତ ସଦସ୍ୟ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରୁଛି । କେନ୍ଦ୍ର ମନ୍ତ୍ରୀଙ୍କ ସହିତ ୧୧ ଜଣ ଭାରତୀୟ ଚଳଚ୍ଚିତ୍ର ଜଗତର ତାରକା ଏଥିରେ ସାମିଲ ହୋଇଥିଲେ […]
Continue Reading
