IPLରୁ ବିଦା ହେଲେ ଅଜିଙ୍କ୍ୟା ରାହାଣେ: ଇଂଲଣ୍ଡ ଗସ୍ତରେ ଫେରିବାକୁ ନେଇ ମଧ୍ୟ ଆଶଙ୍କା

ମୁମ୍ବାଇ: ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ୨୦୨୨ । କିନ୍ତୁ ଖେଳାଳିଙ୍କ ଆହତ ସମସ୍ୟା ଏବେ ବି ବିଭିନ୍ନ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୋଲକାତା ନାଇଟ ରାଇଡର୍ସର ଓପନର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟା ରାହାଣେ ଏବେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହାର୍ମଷ୍ଟ୍ରିଙ୍ଗ ଜନିତ ଆଘାତ ସମସ୍ୟା ସହତ ଲଢୁଥିଲେ । ଫଳରେ ପରେ ସେ ଫିଲଡିଂ କରିବା ପାଇଁ ମଧ୍ୟ ପଡିଆକୁ ଆସିନଥିଲେ । […]

Continue Reading

ଆଣ୍ଟାର୍କଟିକାରେ ଏବେ ଚାରିଆଡ଼େ କେବଳ ଅନ୍ଧାରର ରାଜୁତି: ଆସନ୍ତା ଅକ୍ଟୋବର ମାସରେ ଦେଖିବାକୁ ମିଳିବ ସୂର୍ଯ୍ୟ କିରଣ

ନୂଆଦିଲ୍ଲୀ: ଆଣ୍ଟାର୍କଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏହି ମହାଦେଶରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିବ ନାହିଁ । ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇ ସାରିଥିବାରୁ ଆସନ୍ତା ଛଅ ମାସ ସେଠାରେ କେବଳ ଅନ୍ଧାର ହିଁ ଅନ୍ଧାର ଦେଖିବାକୁ ମିଳିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୁନିଆର ପ୍ରତ୍ୟେକ ସ୍ଥାନରେ ସୂର୍ଯ୍ୟ ଉଦୟ ହେବେ, ମାତ୍ର ଆଣ୍ଟାର୍କଟିକାରେ ଅନ୍ଧାରର ରାଜୁତି ଦେଖିବାକୁ ମିଳିବ । ଯେଉଁ ସମୟରେ ଆପଣମାନେ […]

Continue Reading

କରୋନାର କୌଣସି ବି ଭାରିଆଣ୍ଟ ସହ ଲଢି ପାରିବେ ଓମିକ୍ରନରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ଷ୍ଟଡିରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟକୁ ନେଇ ଆତଙ୍କ ଜାରି ରହିଛି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଓମିକ୍ରନ ଭାରିଆଣ୍ଟକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ସମସ୍ତଙ୍କ ଭୟରେ କମାଇବା ଭଳି ଏକ ତଥ୍ୟ ମିଳିଛି । ଯେଉଁମାନେ କୋଭିଡ ଭ୍ୟାକ୍ସିନର ୨ଟି ଟୀକା ନେଇ ସାରିଥିବେ, ସେମାନଙ୍କ ଦେହରେ ବୁଷ୍ଟର ଡୋଜ ତୁଳନାରେ ଓମିକ୍ରନ ସଂକ୍ରମଣ ଅଧିକ ଇମ୍ୟୁନିଟି ଉତ୍ପନ୍ନ କରିଥାଏ । […]

Continue Reading

କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’

ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା ମୁତାବକ, ଜଣେ ମା’ ଜନ୍ମ ଦେଉଛି । କିନ୍ତୁ ଜଣେ ପତ୍ନୀ ଭଲ ଓ ଖରାପ ସମୟରେ ସବୁବେଳେ ନିଜ ସ୍ୱାମୀଙ୍କ ସହ ଠିଆ ହେଉଛି ।’ ଏହା ସହ ଆଇନ ମନ୍ତ୍ରୀ କହିଛନ୍ତି ଯେ, ‘ପ୍ରତ୍ୟେକ ସଫଳ ପୁରୁଷଙ୍କ […]

Continue Reading

୧୩ ବର୍ଷର ନାତୁଣୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଶୋଷଣ: ୭୦ ବର୍ଷର ଅଭିଯୁକ୍ତ ଜେଜେଙ୍କୁ ଏପରି ଦଣ୍ଡ ଦେଲେ କୋର୍ଟ

ମୁମ୍ବାଇ: ନିଜର ୧୩ ବର୍ଷୀୟ ସାବତ ନାତୁଣୀକୁ ଯୌନ ଶୋଷଣ ଓ ମୋବାଇଲରେ ପର୍ଣ୍ଣ ଦେଖାଇବା ଅଭିଯୋଗରେ ୭୦ ବର୍ଷୀୟ ବ୍ୟକ୍ତିକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ପେଶାଲ କୋର୍ଟ । ଏହି ସମୟରେ ବ୍ୟକ୍ତିର ବୟସ ଓ ରୋଗ ତାଙ୍କ ପ୍ରତି ଉଦାରତା ଦେଖାଇବାର ଆଧାର ହେବନି ବୋଲି କୋର୍ଟ ନିଜ ଟିପ୍ପଣୀରେ କହିଛନ୍ତି । ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଧୋକା ଦେବା ସହ ତାଙ୍କ ଜୀବନ ବର୍ବାଦ କରିଛି । […]

Continue Reading

ସନ୍ଦେହ ଜନକ ଅବସ୍ଥାରେ ବଙ୍ଗଳାର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀଙ୍କ ଶବ ଉଦ୍ଧାର

କୋଲକାତା: ବେଙ୍ଗଲର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ନାମ ଥିଲେ । ହଠାତ କଣ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କଲେ ତାଙ୍କ ସ୍ପଷ୍ଟ ହୋଇପାରନି । ପଲ୍ଲବୀଙ୍କ ସହ ଅଭିନେତ୍ରୀ ଅନାମିତ୍ରା ବତବିୟାଲଙ୍କ ମତରେ ଆମେ ଏବେ କିଛି ଦିନ ହେବ ସିରିୟଲର ଶୁଟିଂ ସାରି ଆସିଥିଲୁ । ସେ ବହୁତ ଖୁସି ଥିଲେ । ଏହି ଭଳି ଚରମ […]

Continue Reading

ଥମାସ କପ: ୭୩ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ ବ୍ୟାଡମିଂଟନ ପାଇଁ ଖୁସିର ଦିନ । ଦୀର୍ଘ ୭୩ ବର୍ଷ ପରେ ଭାରତ ଥମାସ କପରେ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ପୁରୁଷ ଦଳ ୩-୦ରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ୮-୨୧, ୨୧-୧୭ ଓ ୨୧-୧୬ରେ ଆନ୍ଥୋନୀ ସିନିସୁକା ଗିନଟିଂଗଙ୍କୁ ପରାସ୍ତ କରିଥିଲେ । ଡବଲ୍ସର ପ୍ରଥମ ମୁକାବିଲାରେ ଚିରାଗ ସେଟ୍ଟୀ ଓ ସାତ୍ୱିକ […]

Continue Reading

ଝିଅ ପାଇଁ ୩୬ ବର୍ଷ ପୁରୁଷ ଛଦ୍ମ ବେଶରେ ରହିଥିଲେ ଏହି ମହିଳା

ଥୁଥୁକୁଡି: ତାମିଲନାଡୁର ଥୁଥୁକୁଡି ଜିଲାର ଏସପୋଚିୟାମ୍ମାଲା ନାମକ ୫୭ ବର୍ଷୀୟା ମହିଳା ନିଜ ଝିଅକୁ ଭଲ ଭାବେ ପାଳିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଥିଲେ । ପୁରୁଷ ପ୍ରଧାନ ସମାଜରେ ଝିଅକୁ ପାଳିବା ଜଣେ ବିଧବା ମହିଳାଙ୍କ ପାଇଁ କେତେ କଷ୍ଟ ତାହା ମୁଁ ହୃଦୟଙ୍ଗମ କରିପାରିଛି ବୋଲି ସେ କହିଛନ୍ତି । ତାଙ୍କ କାହାଣୀ ସୋସିଆଲ ସାଇଟ ମାଧ୍ୟମରେ ସମ୍ମୁଖକୁ ଆସିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । […]

Continue Reading

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହୋଇ ଉଠିଛି । ୨୦୨୩ ଫେବୃୟାରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବ । ଆଉ ଅଳ୍ପ ଦିନ ନିର୍ବାଚନ ଥିବା ବେଳେ ସେ ହଠାତ କାହିଁକି ଇସ୍ତଫା ଦେଲେ ତାହା ଜଣାପଡି ନାହିଁ । ତେବେ ଇସ୍ତଫା ଦେବା ପରେ ୨୦୨୩ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ପାଇଁ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି […]

Continue Reading

ଅମ୍ବାତି ରାୟୁଡୁଙ୍କ ଟୁଇଟକୁ ନେଇ ସସପେନ୍ସ : ଅବସର ଘୋଷଣା ପରେ ଡିଲିଟ ହେଲା ଟୁଇଟ

ମାଡ୍ରାସ: ଚେନ୍ନାଇ ସୁପର କିଙ୍ଗସର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କ ଅବସର ଟୁଇଟ ନେଇ ସସପେନ୍ସ ବଢ଼ିଛି । ରାୟୁଡୁଙ୍କ ପ୍ରଥମ ଟୁଇଟରେ ଏହା ତାଙ୍କ ଶେଷ ଆଇପିଏଲ ବୋଲି ଘୋଷଣା କରିଥିଲେ । ମୋ ପାଇଁ ଏହା ଏକ ସୁଖଦ ଯାତ୍ରା ଥିଲା । ମୁମ୍ବାଇ ଓ ଚେନ୍ନାଇ ଟିମକୁ ମୁଁ ଏଥିନେଇ ଧନ୍ୟବାଦ ଜଣାଉଛି । ୧୩ ବର୍ଷ ହେବ ମୁଁ ଆଇପିଏଲରେ ସୁୂଖଦ କ୍ଷଣ କାଟିଛି । ସେ ଏହା ଟୁଇଟ […]

Continue Reading