ହିଟ୍ ୱେଭ୍ ପାଇଁ ବଡ କ୍ଷତି ସହିବେ ଚାଷୀ; ଗହମ ଡାଲି ଏବଂ ପନିପରିବା ଚାଷ ହେବ ସର୍ବାଧିକ ପ୍ରଭାବିତ
ନୁଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ପ୍ରଚଣ୍ଡ ତାତି ଅନୁଭୁତ ହେଉଛି । ମାର୍ଚ୍ଚ ମାସରୁ ଦେଶରେ ଲାଗି ରହିଥିବା ଏହି ତାତି ପ୍ରଭାବରେ ଗହମ ଚାଷ ସାଙ୍ଗକୁ ଗ୍ରୀଷ୍ମ ଫସଲ ବହୁଳ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ହେଉଛନ୍ତି ଭାରତରେ ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟ । ଏପ୍ରିଲ ମାସରେ ଉତ୍ତର ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଯାହା ୧୨୨ ବର୍ଷର […]
Continue Reading
