ଆର ପାରିରେ ମହାନ ସନ୍ତୁର ବାଦକ ପଣ୍ଡିତ ଶିବକୁମାର
ମୁମ୍ବାଇ: ଭାରତର ମହାନ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମାଙ୍କ ଆଜି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଡନୀ ସମସ୍ୟା ଯୋଗୁ ସେ ୬ ମାସ ଅସୁସ୍ଥ ଥିଲେ ହଠାତ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଜମ୍ମୁ-କଶ୍ମୀରର ବାଦ୍ୟ ସନ୍ତୁରକୁ ସେ ଶାସ୍ତ୍ରୀୟ ସଙ୍ଗୀତ ସହ ଯୋଡି ଚର୍ଚ୍ଚାକୁ ଆସିଥିଲେ । ତାଙ୍କରି ଉଦ୍ୟମ ବଳରେ ସନ୍ତୁର ବାଦ୍ୟ […]
Continue Reading
