ଆନ୍ତର୍ଜାତୀୟ କ୍ରିକେଟରେ ସଂଶୋଧିତ ହେବ କେତେକ ପୁରୁଣା ନିୟମ
ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା-୧. ବୋଲରମାନେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର କରିପାରିବେ ନାହିଁ ।୨. ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂତନ ଖେଳାଳି ଷ୍ଟ୍ରାଇକ କରିବ । ନନ ଷ୍ଟ୍ରାଇକର ଏଣ୍ଡର ବ୍ୟାଟ୍ସମ୍ୟାନ […]
Continue Reading
