ସୁମି ଆକ୍ରମଣ ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ପରିବାର
ଦିଲ୍ଲୀ: ୟୁକ୍ରେନ ସୁମିରେ ଆକ୍ରମଣ ଜାରି । ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ସହ ପୁରା ପରିବାର । ଋଷ ସେନାର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚାମ୍ପିଅନ୍ । କିବ୍ , ଖାରକିବ୍, ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ ବିଧ୍ୱଂସ୍ତ କରିବା ପରେ ଏବେ ସୁମି ସହରକୁ ଛାରଖାର କରିବାକୁ ବସିଛି ଋଷ । ସୁମିର ଜନବସତି ଉପରେ ଆକ୍ରମଣ କରିଛି ଋଷ ସେନା । ଏଠିକାର […]
Continue Reading
