ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି । ରବିବାର ଦିନ ରାମଲ୍ଲା ଦୂତାବାସରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ପାଲେଷ୍ଟାଇନ୍ ରେ ଭାରତୀୟ ରାଜଦୂତଙ୍କ ନିଧନ କୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରାଳୟ । ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି […]
Continue Reading
