ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଛି ଆମେରିକା !
ଦିଲ୍ଲୀ : ଋଷ୍ ର ରାଷ୍ଟ୍ରପତି ଭ୍ଲାନ୍ଦମୀର ପୁଟିନଙ୍କୁ ଆମେରିକା ରିପବ୍ଲିକାନ ସିନେଟର ଲିଣ୍ଡେସ ଗ୍ରାହମ ହତ୍ୟା ପାଇଁ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସେ ବ୍ରୁଟସ୍ ଏବଂ କର୍ଣ୍ଣେଲ ଷ୍ଟାଫେନବର୍ଗଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଜୁଲିୟସ କେସର ଜଣେ ରୋମୀୟ ଜେନେରାଲ ଯିଏକି ବ୍ରୁଟସ୍ ଦ୍ୱାରା ହତ୍ୟା କରାଯାଇଥିଲା । ଜର୍ମାନ ସେନା ଅଧିକାରୀ କର୍ଣ୍ଣେଲ ଷ୍ଟାଫେନବର୍ଗ ଜୁଲାଇ ୨୦, ୧୯୪୪ ରେ ଆଡଲଫ ହିଟଲରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଗୋଟିଏ ପରେ […]
Continue Reading
