ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଭାରତ ସମେତ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ମଧ୍ୟ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ: ସପ୍ତାହେ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଏହି ଯୁଦ୍ଧ ଏବେ ବିଶ୍ୱବାସୀଙ୍କ ପାଇଁ ମହଙ୍ଗା ମାଡ ସହିତ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଏମିତିକି ଏହି ଯୁଦ୍ଧ ଏବେ ବିଶ୍ୱର ଟୀକାକରଣ ଅଭିଯାନ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି । ଭାରତରେ କରୋନା ବିପକ୍ଷରେ ଔଷଧ ନିର୍ମାଣ କରାଯାଇ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି । ତେବେ ଯୁଦ୍ଧ ପରିସ୍ଥିତି ପାଇଁ ଆମେରିକା ଏବଂ […]

Continue Reading

ହୋଇପାରେ ରାଇନାଙ୍କ କମବ୍ୟାକ: ଅକ୍ସନରେ ଅନସୋଲ୍ଡ ରହିବା ପରେ ଏବେ ଏହି ଦଳରେ ସାମିଲ ହୋଇପାରନ୍ତି ମିଷ୍ଟର IPL

ନୂଆଦିଲ୍ଲୀ: ଇଣ୍ଡଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣରେ ମିଷ୍ଟର IPL ସୁରେଶ ରାଇନାଙ୍କୁ ନିଜର କରିନାହିଁ କୌଣସି ଦଳ । ଏମିତିକି ପୂର୍ବ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ତାଙ୍କ ଉପରେ ଭରଷା ଦେଖାଇ ନାହିଁ । ଅକ୍ସନ ପାଇଁ ୨ କୋଟି ଟଙ୍କା ବେସ ପ୍ରାଇସ ରଖିଥିବା ବେଳେ ରାଇନା ଚଳିତ ସିଜନ ପାଇଁ ଅନସୋଲ୍ଡ ରହିଛନ୍ତି । ତେବେ ପୁଣି ଥରେ IPLରେ ତାଙ୍କ କମବ୍ୟାକକୁ ଅପେକ୍ଷା କରିଛନ୍ତି ପ୍ରଶଂସକ । ଏହି […]

Continue Reading

ୟୁକ୍ରେନବାସୀଙ୍କ ସାହାରା ପାଲଟିଛି କିଭ୍ ସ୍ଥିତ ଏହି ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍, ଆଶ୍ରୟ ସହିତ ମିଳୁଛି ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାକାର ସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ୟୁକ୍ରେନବାସୀଙ୍କ ସମେତ ଅନ୍ୟ ଦେଶରୁ ଆସି ସେଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଏହା ଭିତରେ ୟୁକ୍ରେନ ରାଜଧାନୀ କିଭ୍ ରେ ଥିବା ଏକ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍ ଭାରତୀୟ ଛାତ୍ର ଓ ୟୁକ୍ରେନୀ ନାଗରିକଙ୍କ ପାଇଁ ସାହାରା ହୋଇ ସାମନାକୁ ଆସିଛି । ଏହି ରେଷ୍ଟୁରାଣ୍ଟ ଲୋକଙ୍କୁ ମାଗଣା ଖାଦ୍ୟ ସହିତ […]

Continue Reading

ଖାରକିଭରେ ଭୁଶୁଡ଼ିଲା ପୋଲିସ ବିଲ୍ଡିଂ: ଚାଲିଗଲା ୨୧ ଜୀବନ, ୧୧୨ ଆହତ । ଦେଖନ୍ତୁ Video

କିଭ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ରୁଷ ସେନାର ମିସାଇଲ ମାଡ଼ରେ ଭୁଶୁଡିପଡିଛି ପୋଲିସ ବିଲ୍ଡିଂ । ରୁଷର ଏହି ଅଳାକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖାରକିଭ ରାଜ୍ୟପାଳ ସୂଚନା ଦେଇଛନ୍ତି । […]

Continue Reading

ବିଗିଡିଲା ବିଗ-ବି ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା: ଟ୍ୱିଟ କରି ପ୍ରଶଂସକଙ୍କୁ କହିଲେ ଏମିତି କଥା, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଜଗତର ଶେହେନଶାହ ବିଗ-ବି ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଦୁଃଖଦ ଖବର । ସାରା ଦେଶକୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା ଅମିତାଭଙ୍କ ସ୍ୱସ୍ଥ୍ୟବସ୍ଥା ଏବେ ବିଗିଡିବାରେ ଲାଗିଛି । ୮୦ ବର୍ଷରେ ପହଞ୍ଚିଥିବା ବଲିଉଡର ଡନ ଅମିତାଭଙ୍କ ସ୍ୱସ୍ଥ୍ୟକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଶଂସକ । କିଛି ସମୟ ପୂର୍ବରୁ ଏକ ଟ୍ୱିଟ ଯୋଗେ ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି ଏହି ମହାନାୟକ । ଯାହା […]

Continue Reading

ରୁଷ ୟୁକ୍ରେନ ଯୁଦ୍ଧ: ୟୁରୋପ ଯିବେ ୪ କେନ୍ଦ୍ରମନ୍ତ୍ରୀ; ଅର୍ଥମନ୍ତ୍ରୀ କହିଲେ ବାଣିଜ୍ୟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଲଗାତାର ପଞ୍ଚମ ଦିନରେ ପହଞ୍ଚିଛି ଯୁଦ୍ଧ । ଯାହାକୁ ନେଇ ଚିନ୍ତାରେ ବିଶ୍ୱର ଅନେକ ଦେଶ । ଭାରତ ମଧ୍ୟ ଯୁଦ୍ଧକୁ ନେଇ ଚିନ୍ତିତ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଯୁଦ୍ଧରେ ପ୍ରଭାବିତ ହୋଇଥିବା ବ୍ୟପାର ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ବିବୃତ୍ତି ରଖିବା ସହ ବାଣିଜ୍ୟ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଚିନ୍ତା ପ୍ରକାଶ […]

Continue Reading

ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ ବରଂ ବେଲାଋଷ ସୀମାରେ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି କୁହାଯାଇଥିଲା । ଭାରତୀୟ ସମୟ ଅପରାହ୍ନ ୩.୩୦ରେ ଏହି ବୈଠକ ଆରମ୍ଭ ହୋଇଥିଲା । ବେଲାଋଷ ବୈଦେଶିକ ମନ୍ତ୍ରୀଙ୍କ ତତ୍ୱାବଧାନରେ ଏହି ବୈଠକ ଆରମ୍ଭ […]

Continue Reading

ଯୁଦ୍ଧର ପଞ୍ଚମ ଦିନରେ ତେୱର ଦେଖାଇଲା ୟୁକ୍ରେନ: ରୁଷ ସୈନ୍ୟବାହିନୀକୁ ଦେଖାଇଲା ମୃତ୍ୟୁର ଭୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ ରୁଷ ମୃତ୍ୟୁର ଧମକ ଦେଇଥିବା ଜଣାଯାଇଛି । ରୁଷ ସହିତ ଆଲୋଚନା ପୂର୍ବର ରାଷ୍ଟ୍ରପତି ଜେଲେନସ୍କି ନିଜ ତେୱର ଦେଖାଇଛନ୍ତି । ରୁଷକୁ ଯଥାଶୀଘ୍ର ସିଜଫାୟାର(ଅସ୍ତ୍ରବିରତୀ) ଘୋଷଣା କରିବା ପାଇଁ ଚେତାବନୀ ଦେଇଛନ୍ତି । […]

Continue Reading

ତୃତୀୟ ମ୍ୟାଚରୁ ବାଦ ପଡି ପାରନ୍ତି ଇଶାନ କିଶାନ: ମୁଣ୍ଡରେ ଆଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ସିରିଜ ଆରମ୍ଭରୁ ଏକ ବଡ ଚିନ୍ତା ପାଲଟିଛି ଆହତ ସମସ୍ୟା । ଭାରତର ଷ୍ୟାର ବୋଲର ଦୀପୀକ ଚହର, ସଳର୍ଯ୍ୟକୁମାର ଯାଦବ ଏବଂ ଋୁତୁରାଜ ଗାଏକ୍ୱାଡଙ୍କ ପରେ ଏବେ ଷ୍ଟାର ଓପନର ଇଶାନ କିଶାନ ମଧ୍ୟ ଆହତ ହୋଇଛନ୍ତି । ସେପଟେ ଶ୍ରୀଲଙ୍କାର ମଧ୍ୟ ପରିସ୍ଥିତି କିଛି ସମାନ ରହିଛି । ଦ୍ୱିତୀୟ ମ୍ୟାଚରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ ଚାନ୍ଦିମାଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି । ପୂର୍ବରୁ ମହୀଷ ତୀକ୍ଷଣା […]

Continue Reading

ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ଶିକ୍ଷକ

ମଣିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ସଂଗୀତ ଶିକ୍ଷକ । ୨୨ ଫେବୃଆରୀରେ ମଣିପୁରରେ ହୋଇଥିବା ନିର୍ବାଚନୀ ରାଲିରେ ସାମିଲ ହୋଇଲେ ସଙ୍ଗୀତ ଶିକ୍ଷକ । ରାଜ୍ୟର ଜଣେ ଜଣା ଶୁଣା ଗାୟିକା ତଥା ସଂଙ୍ଗୀତ ଶିକ୍ଷକଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଇମ୍ଫାଲର ତକ୍ୟେଲପତରେ ସରକାରୀ ଆଇଡିଅଲ ବ୍ଲାଇଣ୍ଡ ସ୍କୁଲର ସଂଗୀତ ଶିକ୍ଷକ ପୁଷ୍ପାରାନୀ ଗତ ୨୩ ଫେବୃଆରୀରେ ସମାଜ କଲ୍ୟାଣ ବିଭାଗ ଦ୍ୱାରା କାରଣ ଦର୍ଶାଅ ନୋଟିସ […]

Continue Reading