‘ଆଜି ଦୁନିଆ କାନ ଖୋଲି ଶୁଣୁଛି ଭାରତ କ’ଣ କହୁଛି’: ୟୁକ୍ରେନ ସଙ୍କଟକୁ ନେଇ କହିଲେ ରାଜନାଥ ସିଂହ
ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପି ବୋରିଆରେ ନିର୍ବାଚନୀ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ବିଜେପି ସରକାରର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯଦି ୟୁପି ବିକାଶ ଚାହୁଛନ୍ତି ତେବେ ପୁଣିଥରେ ଭାଜପା ସରକାର ଆସିବା ଦରକାର, ସେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ପ୍ରତିକ୍ରିୟ କରିଛନ୍ତି ଏବଂ କହିଛନ୍ତି ଯେ ଏବେ ଭାରତ କଥା ସମସ୍ତେ କାନ ଖୋଲି ଶୁଣୁଛନ୍ତି […]
Continue Reading
