ଓମିକ୍ରନ୍ ଭୟ; ଏଥର ହେବନି ପଞ୍ଚାୟତ ନିର୍ବାଚନ
ଭୋପାଳ: ଦେଶରେ ଓମିକ୍ରନ୍ ଆତଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟପ୍ରଦେଶରେ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ପ୍ରତ୍ୟାହାର କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଇନ୍ଦୋରରେ ଓମିକ୍ରନର ୮ଟି ମାମଲା ଚିହ୍ନଟ ହୋଇଛି। ଏ ନେଇ ଏମ୍ପି ସରକାର ସତର୍କତା ଅବଲମ୍ବନ କରିଛନ୍ତି। ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ […]
Continue Reading
