ଆସନ୍ତୁ ଜାଣିବା କିପରି ଥିଲା ବିଜେପି ବିଜୟରେ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା
ଭୁବନେଶ୍ୱର: ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ ବିଜେପି ୪ଟିରେ ବିଜୟ ହାସଲ କରି ପୁନର୍ବାର ମୋଦି ମ୍ୟାଜିକ ବଜାୟ ରଖିଛି । ପଞ୍ଜାବରେ କେବଳ ଆମ ଆଦମୀ ପାର୍ଟି ବିଜୟ ହାସଲ କରିଛି । ଆସନ୍ତୁ ଜାଣିବା କଣ ରହିଥିଲା ଉତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଜୟ ନେଇ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା । ଏକ୍ସପ୍ରେସ ଟ୍ରିବ୍ୟୁନ(ପାକିସ୍ତାନ): ଭାରତର ସବୁଠାରୁ ବଡ ରାଜ୍ୟ ଉତରପ୍ରଦେଶରେ ବିଜେପିର ବିଜୟର ଅର୍ଥ ଦେଶରେ ଏବେ ଜନତାଙ୍କ ମୁଡ କଣ […]
Continue Reading
