BMCର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର : ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମସ୍ତ ଜନପ୍ରତିନିଧିଙ୍କ  ଶପଥଗ୍ରହଣ ଉତ୍ସବ ବିଏମସି କନଫରେନ୍ସ ହଲରେ ଆୟୋଜିତ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ […]

Continue Reading

ଆରମ୍ଭ ହେଲା ନିରଞ୍ଜନ ହଟାଅ ଅଭିଯାନ: କିଏ ହେବ ପରବର୍ତ୍ତୀ PCC ମୁଖ୍ୟ

ଭୁବନେଶ୍ୱର: ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି ରାଜ୍ୟର ମୁଖିଆଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ହାଇକମାଣ୍ଡଙ୍କ ଠାରୁ ଏକ ଚିଠି ଆସିଥିଲା । ମାତ୍ର ସେଥିରେ ଇସ୍ତଫା ନେଇ କିଛି ଉଲ୍ଲେଖ ନଥିବା ନିରଞ୍ଜନ କହିଥିଲେ […]

Continue Reading

ବିଜେପି ଛାଡ଼ିବେ ପାଙ୍ଗି: ଉତ୍କଳ ଦିବସ ଅବସରରେ କଲେ ଏପରି ଘୋଷଣା

ପଟ୍ଟାଙ୍ଗୀ: ଖୁବଶୀଘ୍ର ବିଜେପି ଛାଡ଼ିବା ନେଇ ଘୋଷଣା କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି । କୋଟିଆର ଉତ୍କଳ ଦିବସ ପାଳନ ଅବସରରେ ଜୟରାମ ପାଙ୍ଗି ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଲାଗି ଅଧିକ ସମୟ ଦେବି । ସୀମାନ୍ତ ଅଞ୍ଚଳର ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିବି ।’ ତେବେ ଗତ ନିର୍ବାଚନରେ ସାଂସଦ ଭାବେ ନିର୍ବାଚନ ଲଢ଼ି ହାରିଥିଲେ ପୂର୍ବତନ […]

Continue Reading

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଚାଲିଯିବେ ନୀତିଶ, ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଜଣେ ବିଜେପି ନେତା, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ବର୍ତ୍ତମାନ ବଡ଼ଧରଣର ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଯାଇପାରନ୍ତି ବୋଲି କିଛି ଗଣମାଧ୍ୟମର ଚର୍ଚ୍ଚା ହେବାରେ ଲାଗିଛି । ବିହାରରେ ବର୍ତ୍ତମାନ ବିଜେପି ଓ ଜେଡି(ୟୁ) ମଧ୍ୟରେ ମେଣ୍ଟ ସରକାର ଚାଲିଛି । ଗତ ବିଧାନସଭା ନିର୍ବାଚନରେ ବିଜେପି ଜେଡି(ୟୁ)ଠାରୁ ଅଧିକ ସିଟ୍ ହାସଲ କରିଥିବାରୁ ବିଭିନ୍ନ ସମୟରେ ବିଜେପି ନିଜର ବଡ଼ଭାଇ ପଣିଆ ଜାହିର କରିବା ସହ […]

Continue Reading

ବ୍ରହ୍ମପୁରରେ ବିଜେଡିର ବାଜିମାତ୍ : ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ

ବ୍ରହ୍ମପୁର  : ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ୨୦,୨୮୬ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସଙ୍ଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଛି ।ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦି ସବିତା ସୁଆରଙ୍କୁ ୪୫ ହଜାର ୭ଶହ ୮୨ ଖଣ୍ଡ ଭୋଟ ମିଳିଛି । ସେହପରି ତୃତୀୟ ସ୍ଥାନରେ ରହିଛି ଆମ ଆଦମୀ ପାର୍ଟି । […]

Continue Reading

ପୌର ନିର୍ବାଚନ ଫଳାଫଳ: ପିପିଲି ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଶେଖ ବାବୁ ବିଜୟୀ

ପିପିଲି : ପୌର ନିର୍ବାଚନ ଫଳାଫଳରେ ବିଜେଡିର ବାଜିମାତ୍ । ପିପିଲି ଏନଏସିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ଶେଖ ବାବୁ ବିଜୟୀ ହୋଇଛନ୍ତି । । ବର୍ଷ ବର୍ଷ ଧରି ପିପିଲି ଏନଏସିରେ ରାଜ କରୁଥିବା କଂଗ୍ରେସ ତଳକୁ ଖସିଛି । ନିର୍ବାଚନ ଫଳାଫଳ ଜଣାପଡିବା ପରେ ବିଜେଡି ୧୩ ଟି ୱାର୍ଡ ହାତେଇଥିବା ବେଳେ ବିଜେପି ୨ଟି ଓ ସ୍ୱାଧିନ ଗୋଟିଏ ୱାର୍ଡରେ […]

Continue Reading

ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ

ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି ।

Continue Reading

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଆଗରେ ରହିଛନ୍ତି । ସଦର ଏନଏସିରେ ନୂଆପଡାରେ ସ୍ୱାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ହୋଇଛନ୍ତି । ମହମ୍ମଦ […]

Continue Reading

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି । ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଜେପି ଏଜେଣ୍ଟ ଅନୀଲ ସିଂଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି […]

Continue Reading

ପୌର ନିର୍ବାଚନ: ବଲାଙ୍ଗିରରେ ବିଜେଡି-କଂଗ୍ରେସ ମୁହାଁମୁହିଁ, ଦୁଇ ଆହତ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ ଆଜି କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ, ଝଙ୍କରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ୱାର୍ଡର ୩ଟି ବୁଥରେ ମତଦାନ ଚାଲିଥିଲା । ବୁଥ କ୍ୟାପଚରିଂକୁ ନେଇ ଉଭୟେ କଂଗ୍ରେସ ଓ ବିଜେଡି ମୁହଁମୁହିଁ ହୋଇଥିବା ଜଣାପଡ଼ିଛି । ଏଥିରେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି । ଖବର ଅନୁସାରେ, କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସମ୍ପାଦିକା ଫିରୋଜ ଖାଁ ଆହତ […]

Continue Reading