ଯାହାର ଘର ନାହିଁ ସେ ତ୍ରିରଙ୍ଗା କେଉଁଠି ଉଡାଇବ:ମୋଦୀଙ୍କୁ ଉଦ୍ଧବଙ୍କ ପ୍ରଶ୍ନ

ମୁମ୍ବାଇ: ପୁଣି ଉଦ୍ଧବଙ୍କ ନିଶାନାରେ ମୋଦି । ମିଳୁଥିବା ଗୋଟେ ବି ମଉକା ହାତ ଛଡା କରୁ ନାହାନ୍ତି ଉଦ୍ଧବ । ଉଦ୍ଧବ ଠାକରେ ବିଜେପି ଉପରେ ଆକ୍ରମଣ କରିବାର ସୁଯୋଗ ଛାଡି ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ଉପରେ ଉଦ୍ଧବ କହିଛନ୍ତି ଯେ ଯେତେବେଳେ ଘର ନଥିବ ତେବେ ତ୍ରିରଙ୍ଗା କେଉଁଠାରେ ଲଗାଯିବ । ସେ କହିଛନ୍ତି ଯେ ଆଜି ‘ହର ଘର ତ୍ରିରଙ୍ଗା ‘ର ସ୍ଲୋଗାନ ଦିଆଯାଉଛି। କିନ୍ତୁ ମୋଦି […]

Continue Reading

ବିଜେପିକୁ ବାଏ ବାଏ କଲେ ନୀତିଶ

ପାଟଣା: ଭାଙ୍ଗିଲା ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏନଡିଏ ଠାରୁ ଅଲଗା ହେଲା ଜେଡିୟୁ । ବିହାର ରାଜନୀତିରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେପି ସହଯୋଗରେ ଜେଡିୟୁ ସରକାର ଚାଲିଥିବା ବେଳେ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଏଥିସହ ନୀତିଶ ରାଜ୍ୟପାଳଙ୍କୁ ଅପରାହ୍ଣ ୪ଟାରେ ଭେଟିବେ । ପୂର୍ବରୁ ନୀତିଶ ୨୦୧୩ରେ ବିଜେପି ଠାରୁ ଅଲଗା ହୋଇଥିଲେ । ପୁଣିଥରେ ୨୦୧୭ରେ ମହାମେଣ୍ଟରୁ ଓହରି ବିଜେପି ସହ ମିଶିଥିଲେ । […]

Continue Reading

ଉଦ୍ଧବ ଶିବିର ପରେ ସୁପ୍ରିମକୋର୍ଟ ପହଞ୍ଚିଲେ ସିନ୍ଦେ ଶିବିର

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବା ଶିବିର ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିନ୍ଦେ କୋର୍ଟରେ ଏକ ନୂଆ ଆଫିଡେଭିଟ୍ ବା ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଦ୍ଧବ ଶିବିର ଦାଖଲ କରିଥିବା ଆବେଦନକୁ ଖାରଜ କରିବାକୁ ଦାବି କରାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଭାରତର ନିର୍ବାଚନ ଆୟୋଗଙ୍କୁ ‘ପ୍ରକୃତ’ ଶିବସେନା ବାଛିବା ପାଇଁ ଅନୁମତି ଦିଆଯାଉ। ଅଗଷ୍ଟ ୮ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଉଭୟ […]

Continue Reading

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ମୁମ୍ବାଇ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ଫଡନାବୀସ । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି । ଫଡନାବୀସଙ୍କ ସହିତ କିଛି ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟପାଳଙ୍କ ଠାରେ ଏହି ଦାବି ରଖିଛନ୍ତି ଯେ ଉଦ୍ଧବ ସରକାରଙ୍କ ଠାରେ ବହୁମତ ନାହିଁ । 39 ବିଧାୟକ ଉଦ୍ଧବ ସରକାରଙ୍କୁ ସମର୍ଥନ କରୁନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିର୍ଦେଶ […]

Continue Reading

ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗିରଫ ପରେ ଜାମିନରେ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । […]

Continue Reading

ନେଶନାଲ ହେରାଲ୍ଡ ମାମଲା: ଇଡିକୁ ପୁଣି ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ଇଡି ନିକଟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସୋନିଆଙ୍କୁ ଗତ ୮ ତାରିଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଜୁନ ୨ରେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ । ଆଉ ହାଜର ହେବା […]

Continue Reading

ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମମତା, ୨୨ ନେତାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଗଠନ କରିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୫ ଜୁନ୍ରେ ଦିଲ୍ଲୀରେ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ଏବଂ ନେତାଙ୍କ ସହ ଏକ ବୈଠକରେ ଭାଗନେବେ । ଏଥିପାଇଁ ମମତା ୨୨ ନେତାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର, […]

Continue Reading

ବ୍ରଜରାଜନଗର ଉପ-ନିର୍ବାଚନରେ BJDର ବାଜିମାତ୍: ବିପୁଳ ଭୋଟରେ ଜିତିଲେ ଅଳକା

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି । ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ […]

Continue Reading

ପ୍ରାଚୀ ନଦୀର ପୁନରୁଦ୍ଧାର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଦିଲ୍ଲୀ: ପ୍ରାଚୀନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ ୭ଟି ସେତୁ ନିର୍ମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି, ପାର୍ଶ୍ୱ ରାସ୍ତା ନିର୍ମାଣ, ପାଚେରି ନିର୍ମାଣ, ମୃତ୍ତିକା/ଜଳ କ୍ଷୟ ରୋକିବା ପାଇଁ ପ୍ରାଚୀର, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ।ପରିପଳ୍ପିତ କାର୍ଯ୍ୟ ସାକାର ହେଲେ […]

Continue Reading

ବ୍ରଜରାଜନଗର ଉପନିର୍ବାଚନ, ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଜୋରାଦାର । ଏହିକ୍ରମରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି । ବୁଧବାର ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି  ନିଜ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି । ସାଥିରେ […]

Continue Reading