ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ”ଦ କାଶ୍ମୀର ଫାଇଲ୍ସ” ଟିମ୍

ଲକ୍ଷ୍ନୌ : ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଷ୍ଟାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଶପଥ ଗ୍ରହଣ କରିବେ ।ଏହି ଶପଥ ଉତ୍ସବରେ ସାମିଲ ହେବା ପାଇଁ ଯୋଗୀ ବହୁ ନେତା ମନ୍ତ୍ରୀ, ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନଙ୍କୁ ଡାକିଛନ୍ତି । ଏହି ସମାରୋହରେ ପ୍ରାୟ ୨୦ ହଜାର ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

ପୌର ନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ମତଦାନ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟରେ ସରିଲା ପ୍ରଚାର । ୨୪ ତାରିଖ ଗୁରୁବାର ଭୋଟ ଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀମାନେ ସନ୍ଧ୍ୟା ୫ଟି ସୁଦ୍ଧା ପ୍ରଚାର ଶେଷ କରିଛନ୍ତି ।ରାଜ୍ୟରେ ୫୯ଟି ବିଜ୍ଞପିତ ପରିଷଦ , ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ କାଲି ଭୋଟ ଗ୍ରହଣ ହେବ । ୪ ହଜାର ୩୭୩ବୁଥରେ ମୋଟ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ […]

Continue Reading

ପୌର ନିର୍ବାଚନ ପ୍ରସ୍ତୁତି: ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର । ଭୋଟ୍ ଗ୍ରହଣ ତାରିଖ ପାଖେଇବା ସହ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏ ମତଦାନ ଚାଲିବ । ଭୋଟ୍ ଗ୍ରହଣ କାମରେ ନିୟୋଜିତ ହେବେ ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ । ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ଜଣ ପୋଲିଂ ଅଫିସର ରହିବେ । ୨୩ ତାରିଖ ସନ୍ଧ୍ୟା […]

Continue Reading

ଆପ୍‌ ର ୧୦ ଜଣ ବିଧାୟକ ନୂଆ ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ରୂପେ ଶପଥ ନେଲେ

ଚଣ୍ଡୀଗଡ଼ : ନୂଆ ପଞ୍ଜାବ କ୍ୟାବିନେଟରେ ଶପଥ ନେଲେ ଆପର ୧୦ ଜଣ ବିଧାୟକ । ଆଜି ଚଣ୍ଡିଗଡ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି । ଶନିବାର ଦିନ ୧୧.୧୦ ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ଆଜି ଶପଥ ଗ୍ରହଣ କରିଥିବାଆପ୍ ବିଧାୟକ ମାନେ ହେଉଛନ୍ତି ହରପାଲ ସିଂହ ଚୀମା , […]

Continue Reading

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ । ଚଳିତ ନିର୍ବାଚନରେ ଭଗୱନ୍ତଙ୍କୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତାଙ୍କ ନେତୃତ୍ୱରେ ରାଜ୍ୟରେ ଆପ ବହୁମତ ହାସଲ କରିବା ସହ ଇତିହାସ ରଚିଥିଲା । ଦିଲ୍ଲୀ ପରେ ଦ୍ୱିତୀୟ ଥର ପାଇଁ ପଞ୍ଜାବରେ ଆପ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ପଞ୍ଜାବ ବିଧାନସଭାର ମୋଟ ୧୧୭ଟି ଆସନ ମଧ୍ୟରୁ […]

Continue Reading

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା: ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଲେ ଏପରି…

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ କହିଥିଲେ । ନବଜୋତ ସିଂ ସିଦ୍ଧୁ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ସେ ଏ ବିଷୟରେ ଟ୍ୱିଟ କରି ଇସ୍ତଫା ପତ୍ର ସେୟାର କରିଛନ୍ତି । ଇସ୍ତଫା ପତ୍ରରେ ସିଦ୍ଧୁ […]

Continue Reading

ଆସନ୍ତୁ ଜାଣିବା କିପରି ଥିଲା ବିଜେପି ବିଜୟରେ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା

ଭୁବନେଶ୍ୱର: ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ ବିଜେପି ୪ଟିରେ ବିଜୟ ହାସଲ କରି ପୁନର୍ବାର ମୋଦି ମ୍ୟାଜିକ ବଜାୟ ରଖିଛି । ପଞ୍ଜାବରେ କେବଳ ଆମ ଆଦମୀ ପାର୍ଟି ବିଜୟ ହାସଲ କରିଛି । ଆସନ୍ତୁ ଜାଣିବା କଣ ରହିଥିଲା ଉତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଜୟ ନେଇ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା । ଏକ୍ସପ୍ରେସ ଟ୍ରିବ୍ୟୁନ(ପାକିସ୍ତାନ): ଭାରତର ସବୁଠାରୁ ବଡ ରାଜ୍ୟ ଉତରପ୍ରଦେଶରେ ବିଜେପିର ବିଜୟର ଅର୍ଥ ଦେଶରେ ଏବେ ଜନତାଙ୍କ ମୁଡ କଣ […]

Continue Reading

ଜମୁଛି ପ୍ରଚାର ,ହାଟ ବଜାର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମର ପାର୍କ ଚା ଖଟି,ଓ ଭିଡ ସ୍ଥାନକୁ ଟାର୍ଗେଟ କରୁଛନ୍ତି ମେୟର ପ୍ରାର୍ଥୀନୀ । ସକାଳୁ ସକାଳୁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ଓ ପରିବା ହାଟ ବୁଲି […]

Continue Reading

୪ ରାଜ୍ୟର ଫଳାଫଳ ପରେ ବିଜେପିର ବିଜୟ ଉତ୍ସବ: କର୍ମୀଙ୍କୁ ଏମିତି ବାର୍ତ୍ତା ଦେଲେ ମୋଦୀ

ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜୟ ପରେ ବିଜେପି ପାଳନ କରୁଛି ବିଜୟ ଉତ୍ସବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବିଜୟ ଉତ୍ସବ ପାଳନ । ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ । ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ । ଏହି ଅବସରରେ […]

Continue Reading

ଅନ୍ଧବିଶ୍ୱାସକୁ ହରାଇବା ସହିତ କ୍ଷମତାକୁ ଫେରିଲେ ଯୋଗୀ: ଭାଙ୍ଗିଲେ ଏହି ସବୁ ରେକର୍ଡ

ନୂଆଦିଲ୍ଲୀ : ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଅନେକ ନୂଆ ରେକଡର଼୍ ସୃଷ୍ଟି କରିଛନ୍ତି । ୧୯୫୨ରୁ ଏଯାବତ ୭୦ ବର୍ଷ ମଧ୍ୟରେ ୨୧ ଜଣ ନେତା ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯୋଗୀ ଆଦିତ୍ୟନାଥ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି । ଖାଲି ସେତିକିନୁହେଁ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ଭାବେ ସେ ଦ୍ୱିତୀୟ ପାଳି ସରକାର ଗଢ଼ିବେ […]

Continue Reading