ଆଜି PlayOff ପାଇଁ ଲଢିବେ ରାଣା-ସାମସନ୍: ଟପ୍-୪ରେ ସ୍ଥାନ ପାଇବା ପାଇଁ ହେବ କଡା ଟକ୍କର
ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୩ରେ ହେବ ଏକ କଡା ମୁକାବିଲା । ପ୍ଲେ-ଅଫ୍ ର ଟପ୍ ୪ ତାଲିକାରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଟିମ୍ । ଏହି ହାଇ ଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଯୁବ ଅଧିନାୟକ ନିତିଶ ରାଣା ଏବଂ ସଞ୍ଜୁ ସାମସନ୍ । ଆଇପିଏଲରେ ଦୁଇଥର ଚମ୍ପିଆନ ମୁକୁଟ ପିନ୍ଧିଥିବା କୋଲକାତା ନାଇଟ ରାଇଡର୍ସ ଆଜି ପ୍ରଥମ ଚମ୍ପିଆନ ରାଜସ୍ଥାନ ରୋୟଲ୍ସକୁ ଭେଟିବ । ଉଭୟ ଦଳ […]
Continue Reading