ବିଜୟ ସହ ଶୀର୍ଷକୁ ଫେରିବା ଲକ୍ଷ୍ୟରେ ବାଙ୍ଗାଲୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଯଦି ଏହି ମ୍ୟାଚରେ ଦଳ ବିଜୟ ହୁଏ ତାହାହେଲେ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ ରହିବ । ଓଭରାଲ ଆଇପିଏଲ […]

Continue Reading

କରୋନା କବଳରୁ ମୁକୁଳିଲେ ଧୋନୀଙ୍କ ମାତା, ପିତା

ରାଂଚି: ଆନ୍ତର୍ଜାତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଧୋନୀ ଓ ମାତା ଦେବକୀ ଦେବୀ କରୋନା କବଳରୁ ମୁକୁଳିଛନ୍ତି । ଗୁରୁବାର ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । କିଛି ଦିନ ତଳେ ଉଭୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ରାଂଚି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଛି । ପୂର୍ବରୁ ସଚିନ ତେନ୍ଦୁଲକର, ଇରଫାନ […]

Continue Reading

ଆଜି କୋଲକାତା ଓ ଦିଲ୍ଲୀ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଖରାପ ପ୍ରଦର୍ଶନ ଜାରି ରଖିଥିବା କୋଲକାତା ତାର ଶେଷ ମ୍ୟାଚରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ଫର୍ମକୁ ଫେରିବା ସଙ୍କେତ ଦେଇଛି । କୋଲକାତା ୬ ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି । ଅପରପକ୍ଷରେ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ ଜାରୀ ରଖିଛି । ଦଳର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ […]

Continue Reading

ଆଇପିଏଲରୁ ୨ ଅମ୍ପାୟର ଓହରିଲେ

ମୁମ୍ବାଇ: ଚଳିତ ଆଇପିଏଲରୁ ଗୁରୁବାର ୨ଜଣ ଅମ୍ପାୟର ଓହରି ଯାଇଛନ୍ତି । କରୋନାର ଦ୍ୱିତୀୟ ଲହରୀ କମିବାର ନାଁ ଧରୁ ନ ଥିବାରୁ ସେମାନେ ଭୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇଜଣ ଅମ୍ପାୟର ହେଲେ ଭାରତର ନିତିନ ମେନନ ଓ ଅଷ୍ଟ୍ରେଲିଆ ପଲ ରାଇଫଲ । ସେମାନଙ୍କ ସ୍ଥାନରେ ଘରୋଇ ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଦାୟିତ୍ୱ ଦିଆଯିବ ବୋଲି ବିସିସିଆଇ କହିଛନ୍ତି । ମେନନଙ୍କ ମାଆ ଏବଂ ପତ୍ନୀ କରୋନା ସଂକ୍ରମିତ ହୋଇଥିବାରୁ […]

Continue Reading

ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର: କରୋନାରୁ ସୁସ୍ଥ ହେଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିମକୁ ଫେରୁଛନ୍ତି ଯୁବ ଅଲରାଉଣ୍ଡର ଅକ୍ଷର ପଟେଲ । କରୋନାରୁ ସୁସ୍ଥ ହୋଇ ସେ ଦଳକୁ ଫେରୁଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଗତ ଏପ୍ରିଲ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ତାପରଠୁ ସଂଗରୋଧରେ ଥିଲେ । ବିସିସିଆଇ ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଏବେ ସୁସ୍ଥ ହୋଇ ଟିମକୁ ଫେରୁଥିବା […]

Continue Reading

ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ କ’ଣ କହିଲେ ଧୋନି ?

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣରେ ଶୁକ୍ରବାର ପ୍ରଥମ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚରେ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ଦୀପକ ଚହର । ଯାହାକୁ ନେଇ ସିଏକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି- ଡେଥ୍ ଓଭର ବୋଲର ଭାବେ ଦୀପକ ଚହର ବେଶ୍ ଅଭିଜ୍ଞ ହୋଇଗଲେଣି । ଏଥିପାଇଁ ସେ ଚାହୁଁଛନ୍ତି ଚହର ପାୱାର ପ୍ଲେ ବେଳେ ଦାୟିତ୍ୱ ନିର୍ବାହ କରନ୍ତୁ । ଅନ୍ୟପଟେ […]

Continue Reading

ଉଦଘାଟନୀ ମ୍ୟାଚ୍ ହାରିବା ପରେ ଏମିତି କହିଲେ ରୋହିତ ଶର୍ମା…

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ରେ ନବମ ଥର ପାଇଁ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ହାରକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆମେ ନିରାଶ ନୁହଁ । କାରଣ ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ ।’ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଠାରୁ ୨ ୱିକେଟରେ ଆଇପିଏଲ୍ ଉଦଘାଟନୀ ମ୍ୟାଚରେ ହାରିବା ପରେ ରୋହିତ କହିଛନ୍ତି ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ । ମ୍ୟାଚରେ ବହୁତ […]

Continue Reading

ପୁଣେ ଦିନିକିଆରେ ବିରାଟ ସେନାର ବିଜୟ ହିରୋ ନବାଗତ କ୍ରୁନାଲ୍-ପ୍ରସିଦ୍ଧି

ପୁନେ: ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କଲେ ଭାରତୀୟ ଖେଳାଳି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ବିରାଟ ସେନା ବିଜୟରୁ ଅଭିଯାନ ଆରମ୍ଭ କରିଛି । ଟସ୍ ହାରିଥିବା ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟରେ ୩୧୭ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୩୧୮ ରନ୍ ବିଜୟଲକ୍ଷ୍ୟରୁ ୬୬ ରନ୍ ପଛରେ ରହିଯାଇଥିଲା । ୯୮ ରନ୍ କରିଥିବା […]

Continue Reading

IPLରେ କେତେ ନମ୍ବରରେ ବ୍ୟାଟିଂ କରିବେ ବିରାଟ କୋହଲି ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ ଆସିଛି । ଆଗକୁ ସେ ଆଇପିଏଲରେ ଓପେନିଂ ବ୍ୟାଟିଂ କରିବାକୁ ଇଚ୍ଛା ରଖିଛନ୍ତି । ଗତକାଲି ମ୍ୟାଚ ପରେ ବିରାଟ କହିଥିଲେ, ଚଳିତବର୍ଷ ହେବାକୁ […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ । ଏହାସହ ଭାରତ ଓ ଭାରତବାସୀଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କ୍ରିସ୍ ଗେଲ । ଜାମାଇକାକୁ ଭାରତ ସରକାର କୋଭିଡ୍ ଭ୍ୟାକସିନ୍ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ଓ ଭାରତକୁ ଧନ୍ୟବାଦ ଜଣାଇଛନ୍ତି କ୍ରିସ ଗେଲ୍ । କାରାବେଆନ୍ ଦେଶକୁ ଭାରତ କୋଭିଡ୍ ଭ୍ୟାକସିନ୍ ପହଞ୍ଚାଇଥିବାରୁ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ […]

Continue Reading