କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ସେବା ବ୍ୟାହାତ ହେବା ଲୋକଙ୍କୁ ବେଶ୍ ହଇରାଣ ହରକତ କରୁଛି । ଯାହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର […]

Continue Reading

ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ରେକର୍ଡ […]

Continue Reading

ଖରାଦିନେ ଜଳ ସଙ୍କଟ; ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ଢେଙ୍କାନାଳ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ପାଣି ପାଇଁ ଡହଳ ବିକଳ ଲୋକେ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ପାନୀୟ ସମସ୍ୟାକୁ ନେଇ ଆଜି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ବଡ଼ସାହିର ଏହି ମହିଳା ମାନେ ଗରା, ବାଲଟି ଓ ଡେକଚି ଥୋଇ ରାସ୍ତାରୋକ କରିଛନ୍ତି । ଦୀର୍ଘଦିନ ହେବ ଗାଁରେ ପାନୀୟ ଜଳର ସମସ୍ୟାକୁ ନେଇ […]

Continue Reading

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ କରିଛି ।  ବଜ୍ରକାପ୍ତା ବେପାରରେ ବନ ବିଭାଗ ଲିଙ୍କ ଥିବା ସାମ୍ନାକୁ ଆସିଛି  । କପ୍ତିପଦା ପୋଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ବଡ଼ଝାଡ଼ ଅଂଚଳରେ ଚଢ଼ାଉ […]

Continue Reading

କନ୍ଧମାଳ ଜିଲ୍ଲାରେ ଅଛି ଅଧିକ କୋଇଲା, ବକ୍ସାଇଟର ମଧ୍ୟ ମିଳିଛି ସନ୍ଧାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଶିଳ୍ପ ପ୍ରତିଷ୍ଠା ହୋଇପାରିନି । ସର୍ଭେରୁ ଜିଲ୍ଲାର କିଛି ସ୍ଥାନରେ ଖଣିଜ ସମ୍ପଦ ରହିଥିବା କଥା ଜଣାପଡିଥିଲେ ମଧ୍ୟ ଏହି ଦିଗରେ ବିଶେଷ ଅଗ୍ରଗତି ହୋଇ ପାରିନି । ଏ ଦିଗରେ ପରିବେଶ ଅନୁମତି ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ୨୦୦୦ ମସିହାରୁ କନ୍ଧମାଳରେ ଖଣି ଖନନ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଏହାସହ ନୂତନ ଖଣିର ଅନୁସନ୍ଧାନ କରାଯାଇଥିଲା […]

Continue Reading

୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏଥର ୫ ଲକ୍ଷ ୪୧ ହଜାର ୨୪୭ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିବା ଜଣାପଡିଛି । ସେମାନେ ପ୍ରାୟ ୩ ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ଆଜି ଦିନ ସାଢ଼େ ୧୧ଟାରେ ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି […]

Continue Reading

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ବର୍ଷା ପବନ ସହ ଏହି ସମୟ ମଧ୍ୟରେ ଘଡଘଡି, ବିଜୁଳି ସହ ୩୦ରୁ ୪୦ […]

Continue Reading

୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଖେଳନା ବନ୍ଧୁକ, ୧୭ଟି ମୋବାଇଲ, ୩୮ ଗ୍ରାମ୍‌ ଓଜନର ସୁନା ଅଳଙ୍କାର, ୫୫ ଗ୍ରାମ୍‌ର ରୂପା ଅଳଙ୍କାର ଏବଂ ନଗଦ ୩୩୩୨ ଟଙ୍କା ଜବତ କରାଯାଇଛି। […]

Continue Reading

OTP ସ୍କାମ୍ ; ଓଡିଶାରୁ ପାକିସ୍ତାନ ଚେର ଲମ୍ବିଛି, ନୟାଗଡ ଓ ଯାଜପୁରରୁ ୩ ଜଣ ଗିରଫ

ଭୁବନେଶ୍ୱର : ଓଟିପି ସ୍କାମ ମାମଲାର ପର୍ଦ୍ଦାଫାସ ହୋଇଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏନେଇ ଏସଟିଏଫ୍ ବଡ ଖୁଲାସ କରିଛନ୍ତି । ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ ପାକିସ୍ତାନର ଠକ କୁ ସହାର୍ଯ୍ୟ କରୁଥିବା ଜଣାପଡିଛି । ଦେଶରୁ ଓଟିପି ପାକିସ୍ତାନ ପଠାଉଥିବା ଅଭିଯୋଗରେ ପୋଲିସ ନୟାଗଡ ଓ ଯାଜପୁର ରୁ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଦେଶ ବିରୋଧୀ କାର୍ଯ୍ୟ […]

Continue Reading

‘ପୁଷ୍ପା-୨’ରେ ଓଡ଼ିଆ ପୁଅ: ମିଥୁନଙ୍କ ଦମଦାର ଅଭିନୟ ଦେଖି ଅଲ୍ଲୁ ଅର୍ଜୁନ ଛାନିଆ

ଭୁବନେଶ୍ୱର: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ପରେ ଏବେ ‘ପୁଷ୍ପା-୨’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ‘ପୁଷ୍ପା-୨’ର ଶୁଟିଂ ଓଡ଼ିଶାରେ ଚାଲିଛି । ରାଜ୍ୟର ମାଲକାନଗିରିର କିଛି ଅଞ୍ଚଳରେ ଏହି ଫିଲ୍ମର କିଛି ଦୃଶ୍ୟ ଶୁଟିଂ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ । ପ୍ରଶଂସକମାନେ ଅଲ୍ଲୁ ଅର୍ଜୁନଙ୍କୁ ଅତି ନିକଟରୁ ଦେଖିବାକୁ ବେଶ୍ ଭିଡ଼ ଜମାଉଛନ୍ତି […]

Continue Reading