୭ ଜଣିଆ ଡକାୟତ ଗ୍ୟାଙ୍ଗ୍କୁ ଧରିଲା ବ୍ରହ୍ମପୁର ପୁଲିସ
ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଖେଳନା ବନ୍ଧୁକ, ୧୭ଟି ମୋବାଇଲ, ୩୮ ଗ୍ରାମ୍ ଓଜନର ସୁନା ଅଳଙ୍କାର, ୫୫ ଗ୍ରାମ୍ର ରୂପା ଅଳଙ୍କାର ଏବଂ ନଗଦ ୩୩୩୨ ଟଙ୍କା ଜବତ କରାଯାଇଛି। […]
Continue Reading
