ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ: ପରବର୍ତ୍ତୀ କିଏ?
ଭୁବନେଶ୍ୱର: ଆଜି ସରୁଛି ରାଜ୍ୟର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗତ ୨୦୧୮ ମସିହା ମେ ମାସ ୨୯ ତାରିଖରେ ପ୍ରଫେସର ଲାଲ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ରାଜ୍ୟପାଳଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନଥିବା ବେଳେ ତାଙ୍କର କାର୍ଯ୍ୟ ଅବଧି ବୃଦ୍ଧି ପାଇପାରେ । ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ପ୍ରଫେସର ଲାଲ ୨୦୧୮ରେ ତକ୍ରାଳୀନ ରାଜ୍ୟପାଳ […]
Continue Reading
