୨୦୨୪ ନିର୍ବାଚନରେ ମୁଁ ଓଡ଼ିଶାରୁ ଲଢ଼ିବି: ଧର୍ମେନ୍ଦ୍ର
ଭୁବନେଶ୍ୱର: ଆସନ୍ତାବର୍ଷ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳମାନେ ଅଧିକ ସିଟ୍ ଅକ୍ତିଆର କରିବା ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏପରିକି ବିଜେଡି, ବିଜେପି ଓ କଂଗ୍ରେସ ନିକଟରେ ନିଜ ସଂଗଠନକୁ ସଜାଡ଼ିବା ସହ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟର କିଛି ଜିଲ୍ଲାରେ ଇଭିଏମ୍ ମେଶିନ୍ ପହଞ୍ଚିଥିବାର ଦେଖାଯାଉଛି । […]
Continue Reading
