RTI ରେ, ପ୍ରଶାସନକୁ ପ୍ରଶ୍ନ ପଚାର, ବ୍ୟବସ୍ଥା ସ୍ଵଚ୍ଛ ହେବ

ଭୁବନେଶ୍ବର (ବ୍ୟୁରୋ) : “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା, ପଡ଼ିବ କି କେବେ ମନେ?” ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏହି ଉକ୍ତି ନିଶ୍ଚିତ ଭାବେ ମନରେ ଆସୁଥିବ। ଏହାକୁ ଅନେକ ସମୟରେ ଆମେ ଉଦାହରଣ ସଦୃଶ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆଜିର ଯୁବ ପିଢି କେଉଁଠି ଏହାକୁ ନେଇ ଟିକିଏ ଧିମା ପଡ଼ିଛନ୍ତି। ସେଥିପାଇଁ ତ ପ୍ରାଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବାର […]

Continue Reading
#agarbattimachine #agarbattimakingbusiness #agarbattibanankabusiness #businessideas #newbusinessideas2024 #business #businessideas #businessplan #newbusinessideas #agarbattimachineprice #agarbattimakingmachine #agarbattimakermachine #manualagarbattimachine #businessideasinodisha

ଆଜି ହିଁ ବ୍ୟବସାୟ ଆରମ୍ଭ କରନ୍ତୁ, ମାଗଣାରେ LED TV ପାଆନ୍ତୁ

ଭୁବନେଶ୍ବର (ବ୍ୟୁରୋ) : ଦୁର୍ଗା ପୂଜାର ମାହୋଲରେ କିଛି ନା କିଛି ନୂଆ କରିବାର ଆଶା ନେଇ ଅନେକ ଯୁବପିଢ଼ି ଆଗକୁ ଆସନ୍ତି। କେହି କେହି ବ୍ୟବସାୟ ଆରମ୍ଭ କରନ୍ତି ଆଉ କେହି ନୂଆ ଚାକିରୀ ଖୋଜନ୍ତି । ତେବେ ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛି Swomen Agarbati । ପୂଜା ମାହୋଲରେ ବ୍ୟବସାୟ ପାଇଁ ଯଦି ଘରକୁ ଧୂପ ପ୍ରସ୍ତୁତକାରୀ ମେସିନ […]

Continue Reading

୨୦୨୬ ଅଗଷ୍ଟ ୧୬ ଯାଏଁ ଡିଜିପି ଭାବେ କାର୍ଯ୍ୟ କରିବେ ୱାଇବି ଖୁରାନିଆ

ଭୁବନେଶ୍ବର: ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଢ଼ଙ୍ଗୀଙ୍କ […]

Continue Reading
The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading

ସୌମେନ ଅଗରବତୀ ଦେବ Led TV

ଭୁବନେଶ୍ବର : ଓଡ଼ିଶାରେ ଇତିହାସ ରଚିଲା ସୌମେନ୍ ଅଗରବତୀ। ନିଜ ଗ୍ରାହକଙ୍କୁ ନେଇ ନିଆରା ଢଙ୍ଗରେ ପାଳନ କଲା ଗ୍ରାହକ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଖାପାଖି 100ରୁ ଉର୍ଦ୍ଧ ଗ୍ରାହକ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଛନ୍ତି। ଅନେକ ଧୂପ ପ୍ରସ୍ଥୁତ ସଂସ୍ଥା ଥିଲେ ସୁଦ୍ଧା ଏପରି ସଂଯୋଜ ଆଜିଯାଏ ଦେଖିବାକୁ ମିଳିନଥିଲା। ଏହା ରାଜ୍ୟରେ ଇତିହାସ୍ ସୃଷ୍ଠି କରିଥିବା କଥା ଗ୍ରାହକ ମୁହଁରେ ଥିଲା। ଏହି ଉପଲକ୍ଷେ ଏକ ବଡ ଘୋଷଣା […]

Continue Reading

କ୍ଷମା ମାଗିଲେ, ଦଳ ଛାଡିଲେ ପାଣ୍ଡିଆନ

ଭୁବନେଶ୍ବର : ବିଜେଡିର ପରାଜୟ ପରେ ଲୁକାୟତ ଥିବା ପାଣ୍ଡିଆନ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ସିଧା ସିଧା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା ଇଂରାଜୀରେ କହିଛନ୍ତି। ଏପରିକି ବିଜୁ ଜନତା ଦଳ ର କର୍ମୀଙ୍କୁ କ୍ଷମା ବି ମାଗିଛନ୍ତି। ତେବେ ତାଙ୍କ ଜୀବନର ପୁରା ଯାତ୍ରା ଭିଡିଓ ରେ ବଖାଣିଥିଲେ। ଆଉ ସେ ସେବା କରିବାକୁ ନବୀନ୍ ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିବା କଥା ସ୍ପଷ୍ଟ କରିଥିଲେ। […]

Continue Reading

ଏଥର ମାଟ୍ରିକ ପରୀକ୍ଷାରେ କଡାକଡି ନିୟମ, କପି ପାଇଁ ଜଗିବ AI

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଏଥି ସହ ପରୀକ୍ଷାକୁ କଡାକଡି ଭାବେ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ପରୀକ୍ଷା […]

Continue Reading

ଇଟାଭାଟି ହେଲା କାଳ, ଚାଲିଗଲା ୩ ଶ୍ରମିକ ମୃତ

ତାଳଚେର: ହାତୀ ଭୟରେ ଇଟା ଭାଟିରେ ଶୋଇଥିଲେ। ଇଟାଭାଟି ନେଇଗଲା ଜୀବନ। ମାତ୍ର କେଇ ସମୟରେ ଚାଲିଗଲା ୩ ଜୀବନ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ୍ କମଳାଙ୍ଗଠାରେ ଦେଖା ଦେଇଛି। ବେଆଇନ୍ ଇଟାଭାଟିରେ ପୋଡ଼ି ହୋଇ ୩ଜଣ ଶ୍ରମିକ ଆଜି ପ୍ରାଣ ହରାଇଛନ୍ତି। ଏଥିସହିତ ଆଉ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ହାତୀ ଆକ୍ରମଣ ଭୟରେ ଇଟାଭାଟି ଉପରେ ଶୋଇଥିବା […]

Continue Reading

ଏଥର ମିଳିବ ୧୦୦୦ ଟଙ୍କା ଭତ୍ତା

ଭୁବନେଶ୍ବର: ମଧୁବାବୁ ପେନସନ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏବେ ଆଉ ମିଳିବ ନାହିଁ ୫୦୦ ଟଙ୍କା। ଏବେ ସର୍ବନିମ୍ନ ୧୦୦୦ ଟଙ୍କା ପାଇବେ ହିତାଧିକାରୀ। ଏନେଇ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଘୋଷଣା ମୁତାବକ ଏବେ ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ମଧୁବାବୁ ପେନସନ୍ ଯୋଜନାରେ ଏବେ ହିତାଧିକାରୀ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପାଇବେ। ଏହାସହ ଫେବ୍ରୁଆରି […]

Continue Reading

ରାଜସ୍ୱ ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରିଲେ ନବ ନିର୍ମାଣ ଯୁବଛାତ୍ର ସଂଗଠନ

ଭୁବନେଶ୍ବର : ରାଜସ୍ୱ ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରିଲେ ନବ ନିର୍ମାଣ ଯୁବଛାତ୍ର ସଂଗଠନ। ଜଟଣୀ ନିର୍ବାଚନ ମଣ୍ଡଳୀରେ ଥିବା ସ୍ଥିତିବାନ ଜମି, ଯାହାକି ଜଗନ୍ନାଥଙ୍କ ସଂପତି କରି ଦିଆଯାଇଛି ତାହା ଗ୍ରାମବାସୀଙ୍କୁ ଫେରସ୍ତ ଓ ଜଟଣୀ ମହାବିଦ୍ୟାଳୟକୁ ସ୍ଥାୟୀ ଜମି ପ୍ରଦାନ ଦାବିରେ ନବ ନିର୍ମାଣର ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା। ଆଜି ଦିନ ସାଢେ ଦଶଟା ସମୟରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ୟୁନିଟ୍ ୬ ଅଂଚଳରେ ଥିବା ରାଜସ୍ୱ ମନ୍ତ୍ରୀ ସୁଦାମ […]

Continue Reading