ସାବଧାନ Paytm ଗ୍ରାହକ

ବ୍ୟୁରୋ : ପେଟିଏମକୁ ବଡ ଝଟକା ଦେଲେ ଆରବିଆଇ। ଆସନ୍ତା ଫେବୃୟାରୀ ୨୯ ତାରିଖ ପରଠାରୁ ଏଟିଏମ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରି ପାରିବ ନାହିଁ। ଏହା ସହ କୌଣସି ରୁଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍‌ ଓ ଫାସ୍‌ଟ୍ୟାଗ୍‌ ଭଳି ଲିଙ୍କ୍‌ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି। ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛି ପେଟିଏମ୍‌। କମ୍ପାନି […]

Continue Reading

ଫେବ୍ରୁଆରି ୩ ରୁ ଝୁମିବ ରାଜଧାନୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ପକ୍ଷରୁ ଫେବ୍ରୁଆରି ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” l ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆ […]

Continue Reading

World Diabetes Day: ଏହି ଜିନିଷ ମିଠା ନୁହେଁ, ହେଲେ ଏହାକୁ ଖାଇଲେ ସବୁଠାରୁ ଅଧିକ ବଢେ ଡାଇବେଟିସ

ମଧୁମେହ ଏକ ଗୁରୁତର ଏବଂ ବିପଜ୍ଜନକ ରୋଗ। ଏହା ଏକ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ, କିନ୍ତୁ ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ହୋଇନଥାଏ, ତେବେ ସମୟ ବଢିବା ସହିତ ଏହା ଗୁରୁତର ହୋଇପାରେ। ଏହି ରୋଗ ସହିତ ଜଡିତ ଆମ ମନରେ ଗୋଟିଏ କଥା ରହିଥାଏ, ଯଦି ଆମେ ମିଠା କିମ୍ବା ଅଧିକ ଚିନି ଯୁକ୍ତ ଖାଦ୍ୟ ଖାଉ ତେବେ ଆମକୁ ଏହି ରୋଗ ହେବ। ହେଲେ ଆସନ୍ତୁ ଜାଣିବା ଯେ, ଏହି ପ୍ରକାର ଖାଦ୍ୟ […]

Continue Reading

ଲିଭଇନରେ ରହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ଲିଭ୍ ଇନ୍ ରେ ରହିଲେ ଦୁଷ୍କର୍ମ କଲେ। ଏପରି ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ତାଙ୍କ ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

Continue Reading