ଆକର୍ଷଣୀୟ ଡିଜାଇନ୍‌ ପରିବେଷଣ କଲେ ୬ ଜଣ ଡିଜାଇନ୍‌ର

ଭୂବନେଶ୍ୱର: ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଈ ସମସ୍ତେ ଇଛ୍ଛା କରନ୍ତି।ସେଥିପାଈ ନୂଆ ଡିଜାଇନ୍‌ର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା। ସବୁବର୍ଗର ପିଢିକୁ ନଜରରେ ରଖି ଆଡିକ୍ସନ ଫ୍ୟାସନ୍ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ନିର୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୂବନେଶ୍ୱର ରନ୍‌ୱେ ଓ୍ବିକ୍ ର ଅଷ୍ଟମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଳିଙ୍ଗ କଶରୀ ରଥ(ଇଭୋସ୍ ବିଲ୍ଡକନ ) ,ନବୀନ ଖଣ୍ଡୋଇ(ମୁଖ୍ୟ […]

Continue Reading
A woman who brings a girlfriend for her husband

ନିଜ ସ୍ୱାମୀଙ୍କୁ ଖୁସି କରିବା ପାଇଁ ଗାର୍ଲଫ୍ରେଣ୍ଡ ଖୋଜିଲେ ସ୍ତ୍ରୀ, ସ୍ଵାମୀ ଦେଖି ଏମିତି କହିଲେ

ନିଜ ସ୍ୱାମୀଙ୍କୁ ଖୁସି କରିବା ପାଇଁ ଗାର୍ଲଫ୍ରେଣ୍ଡ ଖୋଜିଲେ ସ୍ତ୍ରୀ, ସ୍ଵାମୀ ଦେଖି ଏମିତି କହିଲେ

Continue Reading
20200707-doctor

ଗର୍ଭପାତ କରି ବନ୍ଧାହେଲେ ଡାକ୍ତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜବରଦସ୍ତି ଉକ୍ତ ଝିଅର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବିରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ଦ୍ୱାରା କ୍ରମାଗତ ୪ମାସ ଧରି ଦୁଷ୍କର୍ମ ଶିକାର ହେବା […]

Continue Reading
20200707-mote baha hua

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

କଲିକତା: “ସେ ମୋ ପ୍ରେମିକ ମୁ ତାଙ୍କୁ ବାହାହେବି” ଏହି ସ୍ଲୋଗାନ ଦେଇ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ମୁହଁରେ ଅଛି ମାସ୍କ, ପାଳନ କରିଛନ୍ତି ସାମାଜିକ ଦୂରତା । କିନ୍ତୁ ଧାରଣାରେ ଅଛନ୍ତି ଯୁବତୀ । ପ୍ରେମିକ ବାହା ହେବାକୁ ମନାକରିବାରୁ ଶେଷରେ ଏଭଳି କିଛି ଢଙ୍ଗରେ ପ୍ରତିବାଦ କରିଛନ୍ତି ଯୁବତୀ ଜଣଙ୍କ । ଏକା ଜିତ୍, ମୋତେ ବାହା ହୁଅ । ଏପରି ଏକ ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ […]

Continue Reading
20200707-badbil

ସାନିଟାଇଜ ହେଲା ବଡବିଲ

ବଡ଼ବିଲ (ଦିଲୁ ସ୍ଵାମୀ): ସାନିଟାଇଜ ହେଲା କେନ୍ଦୁଝର ଜିଲ୍ଲା ବଡବିଲ ସହର। ଗତକାଲି ଜିଲ୍ଲାରେ 25 କରୋନା ପଜିଟିଭ ବାହାରିଥିବା ବେଳେ ସେଥିରୁ 11 ଟି ବଡବିଲ ଅଞ୍ଚଳର । ସବୁଠାରୁ ଚାଞ୍ଚଲ୍ୟକର ବିଷୟ ସମସ୍ତ ରୋଗୀ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ପକ୍ଷରୁ 7 ଦିନିଆ ବଡବିଲ ବନ୍ଦ ଡାକରା ଦିଆଯାଇଛି।ଅନ୍ୟପଟେ ମୁନିସିପାଲିଟି ପକ୍ଷ୍ୟରୁ ଆଜି ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଇଛି।

Continue Reading