ସୌମେନ ଅଗରବତୀ ଦେବ Led TV

ଭୁବନେଶ୍ବର : ଓଡ଼ିଶାରେ ଇତିହାସ ରଚିଲା ସୌମେନ୍ ଅଗରବତୀ। ନିଜ ଗ୍ରାହକଙ୍କୁ ନେଇ ନିଆରା ଢଙ୍ଗରେ ପାଳନ କଲା ଗ୍ରାହକ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଖାପାଖି 100ରୁ ଉର୍ଦ୍ଧ ଗ୍ରାହକ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଛନ୍ତି। ଅନେକ ଧୂପ ପ୍ରସ୍ଥୁତ ସଂସ୍ଥା ଥିଲେ ସୁଦ୍ଧା ଏପରି ସଂଯୋଜ ଆଜିଯାଏ ଦେଖିବାକୁ ମିଳିନଥିଲା। ଏହା ରାଜ୍ୟରେ ଇତିହାସ୍ ସୃଷ୍ଠି କରିଥିବା କଥା ଗ୍ରାହକ ମୁହଁରେ ଥିଲା। ଏହି ଉପଲକ୍ଷେ ଏକ ବଡ ଘୋଷଣା […]

Continue Reading

ଏଥର ମାଟ୍ରିକ ପରୀକ୍ଷାରେ କଡାକଡି ନିୟମ, କପି ପାଇଁ ଜଗିବ AI

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଏଥି ସହ ପରୀକ୍ଷାକୁ କଡାକଡି ଭାବେ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ପରୀକ୍ଷା […]

Continue Reading

ଡାଇବେଟିସ ପାଇଁ ଉପକାରୀତା ହେଉଛି ପୋଟଳ, ବ୍ଲଡ ସୁଗାରକୁ ମଧ୍ୟ କମାଇଥାଏ

ଆପଣ ବଜାରରେ ସହଜରେ ପୋଟଳ ପାଇପାରିବେ। ଅଧିକାଂଶ ଲୋକେ ପୋଟଳ ଖାଇବାକୁ ପସନ୍ଦ କରନ୍ତି। ପୋଟଳରେ ଭଲ ପରିମାଣର ଭିଟାମିନ୍ ଏ, ଭିଟାମିନ୍ ବି 1, ଭିଟାମିନ୍ ବି 2 ଏବଂ ଭିଟାମିନ୍ ସି ଥାଏ। ମଧୁମେହ ରୋଗୀଙ୍କ ପାଇଁ ପୋଟଳ ମଧ୍ୟ ଉପକାରୀ ବୋଲି କୁହାଯାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା କମିଯାଏ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ.. ମଧୁମେହରେ ପୋଟଳ ଉପକାରୀ ବୋଲି ବିବେଚନା କରାଯାଏ। ପାଟୋଳ ପତ୍ରରୁ ପ୍ରସ୍ତୁତ […]

Continue Reading

ରକ୍ତ ହେବ ସଫା, ଆଲର୍ଜିରୁ ମିଳିବ ମୁକ୍ତି! କ୍ଷୀର ସହ ମିଶାଇ ପିଅନ୍ତୁ ଗୋଟେ ଚାମଚ ଗୁଣ୍ଡ ହଳଦୀ

କ୍ଷୀର ସହିତ ଗୁଣ୍ଡ ଭଜା ହଳଦୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ମିଳିବ। ବାସ୍ତବରେ, ଆୟୁର୍ବେଦରେ ହଳଦୀକୁ ଏକ ଔଷଧ ରୂପେ ଦେଖାଯାଏ ଯାହା ବାତ-ପିତ ଏବଂ କଫ ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଏହା ଶରୀରରେ ଅଗ୍ନି ତତ୍ୱକୁ ପ୍ରୋତ୍ସାହିତ କରିଥାଏ ଏବଂ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ବିଶେଷକରି ଥଣ୍ଡା ଏବଂ ଶ୍ୱାସକ୍ରିୟା ସମସ୍ୟା ଭଳି ଋତୁକାଳୀନ ରୋଗକୁ ହଳଦୀ ରକ୍ତ ଶୁଦ୍ଧ କରିବାରେ ମଧ୍ୟ […]

Continue Reading

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୪% ବଢିବ ମହଙ୍ଗା ଭତ୍ତା, ଜାଣନ୍ତୁ ଖାତାକୁ କେବେ ଆସିବ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ରହିଛି। ସେମାନଙ୍କର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ। ପ୍ରାପ୍ତ ସୂଚନା ଅନୁଯାୟୀ ଖୁବ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯିବ। କେନ୍ଦ୍ର ସରକାର ସାଧାରଣତଃ ଜାନୁଆରୀ ଏବଂ ଜୁଲାଇରେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି । ସାଧାରଣତଃ ମାର୍ଚ୍ଚରେ ଡିଏ ବୃଦ୍ଧି ଘୋଷଣା କରାଯାଏ। ଏଭଳି ପରିସ୍ଥିତିରେ ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି ଘୋଷଣା […]

Continue Reading

ଗୋଟିଏ ଥର ରିଚାର୍ଜ କଲେ ୩୬୫ ଦିନ ପାଇଁ ଆବଶ୍ଯକ ପଡିବନି ଅନ୍ୟ କୌଣସି ପ୍ଲାନ, ପ୍ରତିଦିନ ମିଳିବ ୨.୫ ଜିବି ଡାଟା

ନୂଆଦିଲ୍ଲୀ: ଟେଲିକମ୍ କ୍ଷେତ୍ରରେ ଦେଶର ସବୁଠାରୁ ବଡ କମ୍ପାନୀ ହେଉଛି ରିଲାଏନ୍ସ ଜିଓ। Jio ର ସର୍ବାଧିକ ଗ୍ରାହକ ଅଛନ୍ତି । ଜିଓ ଏହାର ଗ୍ରାହକଙ୍କ ପାଇଁ ରିଚାର୍ଜ ଯୋଜନାଗୁଡିକର ବର୍ଗକୁ ବିଭିନ୍ନ ବିଭାଗରେ ବିଭକ୍ତ କରିଛି । ବିଭିନ୍ନ ମୂଲ୍ୟ, ବୈଧତା ଏବଂ ତଥ୍ୟ ଉପରେ ଆଧାର କରି ଜିଓର ଅନେକ ଶସ୍ତା ଏବଂ ସୁଲଭ ଯୋଜନା ଅଛି। ଜିଓର କେବଳ ଅନେକ ସ୍ୱଳ୍ପ ମିଆଦି ଯୋଜନା ନାହିଁ କିନ୍ତୁ ଏହି ଜିଓ ସହିତ ୩ […]

Continue Reading
Bjd

କାହିଁକି ଚାଲିଛି “ଶଙ୍ଖ ମୋ ଗର୍ବ”ର କ୍ୟାମ୍ପେନ, କଣ ରହିଛି କାରଣ, ଜାଣନ୍ତୁ ସବୁ ସତ

Why is the “Shankh Mo Gharb” campaign going on, what are the reasons, know all the truth

Continue Reading

ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଗିରଫ, କାଲି ଆସିବ ଓଡ଼ିଶା

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ […]

Continue Reading
20200725fighter copy

କାନ୍ଦିଲେ କରୋନା ଯୋଦ୍ଧା

ମୋହନା: କରୋନା ସଚେତନତା ପାଇଁ ଲୋକଙ୍କୁ ବୁଝାଇ ବୁଝାଇ ନିଜକୁ ବୁଝାଇ ପାରିଲେନି କରୋନା ଯୋଦ୍ଧା । ହୃଦୟ ଭିତରର କୋହକୁ ସମ୍ଭାଳି ନପାରି କାନ୍ଦି ପକାଇଲେ ଜଣେ ଆଗ ଧାଡିର କୋରୋନା ଯୋଦ୍ଧା । ଏହି କୋରୋନା ଯୋଦ୍ଧା ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ଘଟଣାଟି ଦେଖିବାକୁ ମିଳିଛି ଶୁକ୍ରବାର ଦିନ ଅପରାହ୍ନରେ । ମୋହନା ବଜାରରେ ସଟଡାଉନ ଚାଲିଥିବା ବେଳେ ଲୋକଙ୍କୁ ବୁଝାଇବା ଆସିଥିଲେ ତହସିଲଦାର […]

Continue Reading
corona-update copygfgbh

ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା; ପୁଣି ୧୨୬୪ ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୭ ଜିଲ୍ଲାରୁ ଆଉ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ୮୬ ମହିଳା । ସେ ପୁର୍ବାରୁ ମଧୁମେହ ରୋଗରେ ପୀଡିତ […]

Continue Reading