ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୪% ବଢିବ ମହଙ୍ଗା ଭତ୍ତା, ଜାଣନ୍ତୁ ଖାତାକୁ କେବେ ଆସିବ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ରହିଛି। ସେମାନଙ୍କର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ। ପ୍ରାପ୍ତ ସୂଚନା ଅନୁଯାୟୀ ଖୁବ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯିବ। କେନ୍ଦ୍ର ସରକାର ସାଧାରଣତଃ ଜାନୁଆରୀ ଏବଂ ଜୁଲାଇରେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି । ସାଧାରଣତଃ ମାର୍ଚ୍ଚରେ ଡିଏ ବୃଦ୍ଧି ଘୋଷଣା କରାଯାଏ। ଏଭଳି ପରିସ୍ଥିତିରେ ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି ଘୋଷଣା […]

Continue Reading

ଗୋଟିଏ ଥର ରିଚାର୍ଜ କଲେ ୩୬୫ ଦିନ ପାଇଁ ଆବଶ୍ଯକ ପଡିବନି ଅନ୍ୟ କୌଣସି ପ୍ଲାନ, ପ୍ରତିଦିନ ମିଳିବ ୨.୫ ଜିବି ଡାଟା

ନୂଆଦିଲ୍ଲୀ: ଟେଲିକମ୍ କ୍ଷେତ୍ରରେ ଦେଶର ସବୁଠାରୁ ବଡ କମ୍ପାନୀ ହେଉଛି ରିଲାଏନ୍ସ ଜିଓ। Jio ର ସର୍ବାଧିକ ଗ୍ରାହକ ଅଛନ୍ତି । ଜିଓ ଏହାର ଗ୍ରାହକଙ୍କ ପାଇଁ ରିଚାର୍ଜ ଯୋଜନାଗୁଡିକର ବର୍ଗକୁ ବିଭିନ୍ନ ବିଭାଗରେ ବିଭକ୍ତ କରିଛି । ବିଭିନ୍ନ ମୂଲ୍ୟ, ବୈଧତା ଏବଂ ତଥ୍ୟ ଉପରେ ଆଧାର କରି ଜିଓର ଅନେକ ଶସ୍ତା ଏବଂ ସୁଲଭ ଯୋଜନା ଅଛି। ଜିଓର କେବଳ ଅନେକ ସ୍ୱଳ୍ପ ମିଆଦି ଯୋଜନା ନାହିଁ କିନ୍ତୁ ଏହି ଜିଓ ସହିତ ୩ […]

Continue Reading
Bjd

କାହିଁକି ଚାଲିଛି “ଶଙ୍ଖ ମୋ ଗର୍ବ”ର କ୍ୟାମ୍ପେନ, କଣ ରହିଛି କାରଣ, ଜାଣନ୍ତୁ ସବୁ ସତ

Why is the “Shankh Mo Gharb” campaign going on, what are the reasons, know all the truth

Continue Reading

ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଗିରଫ, କାଲି ଆସିବ ଓଡ଼ିଶା

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ […]

Continue Reading
20200725fighter copy

କାନ୍ଦିଲେ କରୋନା ଯୋଦ୍ଧା

ମୋହନା: କରୋନା ସଚେତନତା ପାଇଁ ଲୋକଙ୍କୁ ବୁଝାଇ ବୁଝାଇ ନିଜକୁ ବୁଝାଇ ପାରିଲେନି କରୋନା ଯୋଦ୍ଧା । ହୃଦୟ ଭିତରର କୋହକୁ ସମ୍ଭାଳି ନପାରି କାନ୍ଦି ପକାଇଲେ ଜଣେ ଆଗ ଧାଡିର କୋରୋନା ଯୋଦ୍ଧା । ଏହି କୋରୋନା ଯୋଦ୍ଧା ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ଘଟଣାଟି ଦେଖିବାକୁ ମିଳିଛି ଶୁକ୍ରବାର ଦିନ ଅପରାହ୍ନରେ । ମୋହନା ବଜାରରେ ସଟଡାଉନ ଚାଲିଥିବା ବେଳେ ଲୋକଙ୍କୁ ବୁଝାଇବା ଆସିଥିଲେ ତହସିଲଦାର […]

Continue Reading
corona-update copygfgbh

ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା; ପୁଣି ୧୨୬୪ ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୭ ଜିଲ୍ଲାରୁ ଆଉ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ୮୬ ମହିଳା । ସେ ପୁର୍ବାରୁ ମଧୁମେହ ରୋଗରେ ପୀଡିତ […]

Continue Reading
corona-update copy

କରୋନା ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୧୦୮; ପୁଣି ୧୦୭୮ ନୂଆ ମାମଲା ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୫ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୦୮ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୮ ଜିଲ୍ଲାରୁ ଆଉ ୧୦୭୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୨ ଜଣ ୬୦ ଓ ୬୧ ବର୍ଷୀୟ ପୁରୁଷ ଏବଂ […]

Continue Reading
20201707-police

ପୋଲିସଙ୍କୁ ୩ ମାସ ମହଲତ

ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ […]

Continue Reading
20200707-rainy

ଆହୁରି ୫ ଦିନ ଭିଜିବ ଓଡିଶା

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଜୁଲାଇ ୮ ତାରିଖ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ପରିମାଣ କମ୍ ରହିବ। ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର […]

Continue Reading