ପାରିବାରିକ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଆବେଦନ

Top Storise ରାଜ୍ୟ

ଗୁଣୁପୁର :ପାରିବାରିକ ମାମଲାରେ ଏମଆଇଟିଏସ୍ ଇଞ୍ଜିନିୟରଂ କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା ପାରିବାରିକ ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଅଦାଲତରେ ଆବେଦନ। ରାୟଗଡ଼ା ଜିଲ୍ଲାର ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ନିଜ ଘରୋଇ ପାରିବାରିକ ମାମଲାରେ ଛନ୍ଦି ହୋଇଥିଲେ। ଗୁଣୁପୁର ଉପ -ଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ପତ୍ର ସଂଖ୍ୟା ଅନୁଯାୟୀ ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁମମନ୍ତ୍ରାଳୟ ସାହାରା ପରିବାର ପରାମର୍ଶ କ୍ରମେ କେନ୍ଦ୍ରରେ ହାଜର ହୋଇଥିଲେ ଅଧ୍ୟକ୍ଷ ପଣ୍ଡାଙ୍କ ଭାଇବୋହୁ ମିନା କୁମାରୀ ପଣ୍ଡା।

ପଣ୍ଡାଙ୍କ ଆବେଦନକୁ ନେଇ ହୋଇଥିବା ପାରିବାରିକ ମାମଲାରେ ଅନ୍ୟ ଏକ ତାରିଖ ଦେବା ପାଇଁ ଅନୁଷ୍ଠାନର ସଚିବ ପ୍ରମୋଦ କୁମାର ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ତଥା ମାଜଷ୍ଟ୍ରେଟ ନିରଞ୍ଜନ ନାୟକଙ୍କୁ ଜଣାଇଛନ୍ତି। ଅଭିଯୋଗ ଅନୁସାରେ ପଣ୍ଡା ତାଙ୍କ ଭାଇବୋହୁ ମିନା କୁମାରୀ ପଣ୍ଡାଙ୍କୁ କଲୋନାରେ ଥିବା ଏମଆଇଟିଏସ୍ ଇଞ୍ଜିନିୟରିଂ କେଲଜ ରେ ତାଙ୍କଦ୍ୱାରା ହଷ୍ଟେଲର ବକେୟା ଭଡା ସହ ସେମାନେ ରହୁଥିବା ଭଡା ଘରେ ଲାଇନ ଆଦି କାଟିଦେବା ସହ ସେମାନଙ୍କୁ ମାନସିକ ଏବଂ ଅର୍ଥନୈତିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଶ୍ରୀମତି ପଣ୍ଡା ଏମଆଇଟିଏସ୍ କେଲଜର ଚେୟାରମ୍ୟାନଙ୍କ ସହ ତାଙ୍କ ଦୁଇ ପୁଅ ବିଶ୍ୱଜିତ ପଣ୍ଡା ଓ ଶ୍ରୀରାମ ପଣ୍ଡା ଯିଏକି ଏମଆଟିଏସ୍ କଲେଜର ଉପାଧ୍ୟକ୍ଷ ଏବଂ ସିଇଓ ଅଛନ୍ତି।

ବର୍ତ୍ତମାନ ମାମଲା ଟି ବିଚାରଧୀନ ଥିବା ସାହାରା ପରିବାର ପରାମର୍ଶ କେନ୍ଦ୍ର ର ପରାମର୍ଶଦାତ୍ରୀ ତଥା ବରିଷ୍ଠ ଓକିଲ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ଜଣାଇଛନ୍ତି । ଏହି ଶୁଣାଣି ବେଳେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ଅନ୍ୟତମ ପରାମର୍ଶଦାତ୍ରୀ ଶ୍ରୀମତୀ ଗୌରୀ ମହାଙ୍କୁଡ ଙ୍କ ସହ ପଣ୍ଡା ଙ୍କ ଓକିଲ ପ୍ରବୀଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *