odia news today
1.Get all the latest and breaking news of Odisha provides the latest Odisha news, India and the world. Get today’s news from Politics, Crime, Business, Environment, Technology, Bollywood 2.Read today Odia news
Continue Reading1.Get all the latest and breaking news of Odisha provides the latest Odisha news, India and the world. Get today’s news from Politics, Crime, Business, Environment, Technology, Bollywood 2.Read today Odia news
Continue Readingଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି । ଏଥିସହ ପଢ଼ନ୍ତୁ- ବିପଦରେ ଉତ୍ତରାଖଣ୍ଡର ୩୮୫ […]
Continue Readingମାଲକାନଗିରି: ହନୁମାନ ପଇସା ରାକେଟ୍ର ପର୍ଦ୍ଦାଫାସ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ିଶାର ମୋହନ ତ୍ରିବେଦୀ ଏବଂ ଆନ୍ଧ୍ରପ୍ରଦେଶର ଇତହାମ୍ ସେଠୀ ଭେଙ୍କଟ ରମଣ ଓ କୃପା ଭରମ୍ ତ୍ରିପାଲି । […]
Continue Readingୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି । କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା ବେଳେ ୪୩ ଜଣ ସିନେଟର ଦୋଷୀ ପାଇନାହାଁନ୍ତି । ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ଲାଗି ସିନେଟରେ ଦୁଇ ତୃତୀୟାଂଶ ବହୁମତ ଅର୍ଥାତ୍ ୬୭ ଭୋଟ୍ ଆବଶ୍ୟକ । ଆମେରିକାରେ ଜାନୁଆରୀ […]
Continue Readingପୁରୀ: ଆଜି ଭଲେଣ୍ଟାଇନ ଡେ’ ବା ପ୍ରେମ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ବାର୍ତ୍ତା ବି ଦେଇଛନ୍ତି । ଭାଲେଣ୍ଟାଇନ ଡେ’ରେ ସେ ଦେଶକୁ ଭଲ ପାଇବା ପାଇଁ ବାର୍ତ୍ତା ଦେଇଛନ୍ତି । ବାଲିକେ ଲେଖିଛନ୍ତି, ଆଇ ଲଭ୍ ମାଇଁ ଇଣ୍ଡିଆ ।
Continue Readingଆନ୍ଧ୍ରପ୍ରଦେଶ: ଅଶୁଭ ରବିବାର । ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୪ ଜଣ । ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ, ଜଣେ ଶିଶୁ ଅଛନ୍ତି । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା ୪୪ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଭେଲଦୁର୍ତ୍ତି ମଣ୍ଡଳ ନିକଟସ୍ଥ ମଦରପୁର ଗାଁ ନିକଟରେ ଟ୍ରକ ଓ ବସ […]
Continue Readingଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୋମାମାଡ଼ । କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତା ମଧ୍ୟରେ ଥିବା ଏକ ବାର୍ ସମ୍ମୁଖରେ ଏହି ବୋମା ମାଡ଼ ହୋଇଥିଲା । ତେବେ ଏହାର ଶବ୍ଦ ଏତେ ପ୍ରଖର ଥିଲା ଯେ ପ୍ରକମ୍ପି ଉଠିଥିଲା ପୁରା ଅଞ୍ଚଳ। ଏହାକୁ ନେଜ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, କେହି ଦୁର୍ବୁତ୍ତ କଳ୍ପନା ନିକଟ କଟକ ରୋଡ଼ରେ ୨ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି […]
Continue Readingପୁରୀ: ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯାଇଛି ।ଏହାପରେ ମହାପ୍ରଭୁଙ୍କୁ ପହଡ଼ ପଡିଥିଲା । ଏହି ଦୁର୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁ ମଙ୍ଗଳ ଆଳତି କରାଯାଇଛି । ଆଜି ସକାଳେ ଅବକାଶ ନୀତି ଯାଏଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଜଣାପଡିଛି। ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ରହିବେ ଓ ପରେ ବେଶ ଓଲାଗି ହେବ। ଭାଦ୍ରବ […]
Continue Readingଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ ମଧ୍ୟ ଆଜିବି ଦେଶବାସୀଙ୍କ ମନରେ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟ ତାଜା ହୋଇ ରହିଛି। ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ […]
Continue Readingପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ରତ୍ନସିଂହାସନରେ ମହାପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରି ପାରିବେ ଭକ୍ତ । କରୋନା ଯୋଗୁ ଶ୍ରୀଜିଉଙ୍କୁ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । […]
Continue Reading