ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଜୁବାବୁଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟଲ୍ ମ୍ୟାନ ବିଜୁବାବୁଙ୍କ ବାଲୁକା କଳା ନିର୍ମାଣ […]

Continue Reading

ଆସାମରେ ବିଜେପି, ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ

ନୂଆଦିଲ୍ଲୀ: ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ସହଯୋଗୀ ଦଳଙ୍କ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ୯୨ ଆସନରେ, ଆସାମ ଗଣପରିଷଦ ୨୬ ଏବଂ ୟୁପିପିଏଲ ୮ଟି ଆସନରେ ଲଢ଼ିବେ । ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆସାମରେ ୩ଟି ପର୍ଯ୍ୟାୟରେ ୧୨୬ ବିଧାନସଭା ସିଟ ପାଇଁ ମତଦାନ ହେବ । ୨୦୧୬ ନିର୍ବାଚନରେ ବିଜେପି ୬୦ ଏବଂ ସହଯୋଗୀ ଦଳ ୧୨ ଆସନରେ ଜିତିଥିଲେ । ଏଥର […]

Continue Reading

ବିନା ଭକ୍ତରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ହେବ ଜାଗର ଯାତ୍ରା

ଭଦ୍ରକ: ଏବର୍ଷ ଜାଗର ଯାତ୍ରାରେ ଭକ୍ତ ଶୂନ୍ୟ ରହିବ ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ବିନା ଶ୍ରଦ୍ଧାଳୁରେ ଆରଡ଼ିରେ ଜାଗତଯାତ୍ରା ଅନୁଷ୍ଠିତ ହେବ । ଏଥିରାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଜାରି ହେବ ୧୪୪ ଧାରା । ମନ୍ଦିର ପରିସରରେ କେହି ଏକାଠି ହୋଇ ପାରିବେ ନାହିଁ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । […]

Continue Reading

ବାହାଘର ପରେ ଶାଶୂଘରକୁ ବିଦା ବେଳେ କାନ୍ଦି କାନ୍ଦି ଝିଅର ମୃତ୍ୟୁ

ବିନିକା: ମଥାରେ ଝଟକୁ ଥିଲା ସଜ ସଜ ଲାଗିଥିବା ଲାଲ୍ ସିନ୍ଦୂର । ଝିଅ ବାହାଘର ପରେ ବିଦାକୀ ପାଇଁ ସମସ୍ତ ଥିଲେ ଆତ୍ମବିଭୋର । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ କାନ୍ଦୁ ହଠାତ୍ ହୋଇଗଲେ ଚେତାଶୂନ୍ୟ । ଆଉ ନିମିଷକେ ଚାଲିଗଲା ଜୀବନ । ବିବାହ ପରେ ଝିଅ ବିଦାୟ ବେଳେ […]

Continue Reading

ବିଜୁବାବୁଙ୍କ ଜୟନ୍ତୀରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ୍ ଅନୁଷ୍ଠିତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ ଆୟୋଜନ ହୋଇଛି । ଖେଳ ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ମିନି ମାରାଥନରେ ପ୍ରାୟ ୪୦୦ ଦୌଡ଼ାଳି ଭାଗ ନେଇଥିଲେ । ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପ୍ରତିବର୍ଷ ଏଭଳି ମାରାଥନ ଆୟୋଜନ ହେଉଛି । ଆୟୋଜିତ ମିନି ମାରାଥନକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ […]

Continue Reading

ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାଳିତ ହେଉଛି ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ […]

Continue Reading

ସିନ୍ ରିକ୍ରିଏସନ୍ ପରେ ଅଞ୍ଜନା କହିଲେ ଷଡ଼ଯନ୍ତ୍ର ଦିଗ ପଦାକୁ ଆଣୁ ସିବିଆଇ

ଭୁବନେଶ୍ୱର: ସିବିଆଇ କରୁଛି ସିନ୍ ରିକ୍ରିଏସନ୍ । ବାରଙ୍ଗ ଅଞ୍ଚଳରେ ବିବନକୁ ବୁଲାଇ କ୍ରାଇନ୍ ସିନ୍ ରିକ୍ରିଏସନ୍ କରିଛି ସିବିଆଇ । ସେଦିନ କଳାରାତିରେ କଣ ଘଟିଥିଲା ମୁଖ୍ୟ ଅଭିଯୁକ୍ତ ସିବିଆଇକୁ ଦେଖାଇଛି । ଅନ୍ୟପଟେ ପୀଡ଼ିତା ଅଞ୍ଜନା ପ୍ରତିକ୍ରିୟା ଦେଇ କହିଛନ୍ତି- ସିବିଆଇ ଷଡ଼ଯନ୍ତ୍ରର ଦିଗ ସାମ୍ନାକୁ ଆଣୁ । ଘଟଣା ପରେ ବିବନକୁ ଫେରାର ହେବାରେ କିଏ ସାହାଯ୍ୟ କରିଥିଲା ? ସୁରକ୍ଷା ଦେଇ ଏତେ ଦିନ ଯାଏ କିଏ ରଖିଥିଲ ସେସବୁ ପଦାକୁ […]

Continue Reading

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି । ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ ଦିନରେ […]

Continue Reading

୧୦ ଦିନ ପରେ ବି ଜଳୁଛି ଶିମିଳିପାଳ, ୩୦ଟି ସ୍ଥାନରେ ଲାଗିଛି ନିଆଁ

ବାରିପଦା: ୧୦ ଦିନ ପରେ ବି ଜଳୁଛି ଶିମିଳିପାଳ । ଲିଭୁନି ନିଆଁ । ନିଆଁ ଆୟତ୍ତ କରିବାକୁ ବନ ବିଭାଗ ଉଦ୍ୟମ କରୁଛି । ଗୋଟିଏ ଅଞ୍ଚଳରେ ନିଆଁ ଲିଭିବା ବେଳକୁ ଅନ୍ୟ ଅଞ୍ଚଳରେ ଲାଗି ଯାଉଛି । ଯାହାକୁ ଆୟତ୍ତ କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବାହିନୀ ନାକଦେମ୍ ହେଲାଣି । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଜୈବ ମଣ୍ଡଳର ୩୦ରୁ ଅଧିକ ସ୍ଥାନରେ ଏବେବି […]

Continue Reading

୭୦ ଏକରରେ ନୁହେଁ ୧୦୭ ଏକର ଜମିରେ ନିର୍ମାଣ ହେବ ରାମ ମନ୍ଦିର ପରିସର

ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ସୂଚନା ଅନୁସାରେ, ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ ନିର୍ମାଣ ହେବ । ପୂର୍ବରୁ ୭୦ ଏକର ଜାଗାରେ ନିର୍ମାଣ ନେଇ ସ୍ଥିର ହୋଇଥିଲା । ଟ୍ରଷ୍ଟ ଅନୁସାରେ, ରାମ ଜନ୍ମଭୂମି ପରିସର ନିକଟରେ ୭ ହଜାର ୨୮୫ ସ୍କୋୟାର ଫୁଟର ଜମି କିଣାଯାଇଛି । ଯାହାପରେ ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ […]

Continue Reading