ସ୍ବାମୀ ସହ ରହିବାକୁ ପତ୍ନୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପତ୍ନୀ କେବେବି ତା’ ସ୍ବାମୀର ଦାସୀ ନୁହେଁ। ଯଦି ଜଣେ ପତ୍ନୀ ନଚାହାଁନ୍ତି ତାହେଲେ ତାଙ୍କୁ ସ୍ବାମୀ ସହ ରହିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ। କାରଣ ପତ୍ନୀ ପୁରୁଷର ଦାସୀ କିମ୍ବା ଅସ୍ଥାବର ସମ୍ପତ୍ତି ନୁହେଁ। ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କିଷାନ କୌଲ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏଭଳି ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୩ ମସିହାରେ ଗୋରଖପୁରର ଜଣେ ମହିଳା ଯୌତୁକ ପାଇଁ ନିର୍ଯ୍ୟାତନା ପାଇବା ସହ ଘରୁ ତଡା […]
Continue Reading
