ମାର୍ଚ୍ଚ ୩୧ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବାକୁ ଯାଇ ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି। ହେଲେ ଅଫିସ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟ ଜାରି ରହିବ। ରାଜ୍ୟ ସରକାର ନୂଆ ନିର୍ଦ୍ଦେଶରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ପୂର୍ବରୁ ୨୦୨୧ ମସିହା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସଟଡାଉନ ଲାଗୁ କରାଯାଇଥିଲା। ତେବେ ଆସନ୍ତା ଏପ୍ରିଲ ୬ରେ […]

Continue Reading

ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ବ୍ରହ୍ମପୁର: ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତଦେହ ନିକଟରେ ପଡ଼ିଛି ଇଟା ଓ କାଠ ଫାଳିଆ । ଫଳରେ ହତ୍ୟା ସନ୍ଦେହ କରାଯାଉଛି । ଗାଁ ଦାଣ୍ଡରେ ପଡିଛି ମୃତଦେହ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା ଗାଁରେ ଘଟିଛି ଏହି ଅଭାବନୀ ଘଟଣା । ମୃତକ ହେଲେ ବଡ଼ସାହିର ଦଣ୍ଡପାଣି ବିଶ୍ୱାଳ । ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଶୌଚ ପାଇଁ ଯାଇଥିଲେ ଦଣ୍ଡପାଣି । ତାପରେ ଆଉ ଘରକୁ ଫେରି […]

Continue Reading

ଦେଶରେ ଦିନକରେ ୧୫ ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୧୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦୈନିକ ସଂକ୍ରମିତ ଓ କୋଭିଡ୍ ଆକ୍ଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୫୧୦ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୨୮୮ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୯୬ହଜାର ୭୩୧କୁ ବୃଦ୍ଧି ପାଇଛି । ଏହାରି ଭିତରେ ସୁସ୍ଥ ହୋଇଛନ୍ତି […]

Continue Reading

ଆଜି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।  ଦୁହିଁଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ ମାନେ ଖୁସି ବ୍ୟକ୍ତ କରୁଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। […]

Continue Reading

ଆଜିଠୁ କୋଭିଡ୍ ଟିକା ନେଉଛନ୍ତି ବରିଷ୍ଠ ନାଗରିକ

ଭୁବନେଶ୍ୱର: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ପ୍ରଥମ ଥର ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟିକା ମାଗଣା । ତେବେ ଘରୋଇ ହସ୍ପିଟାଲରେ ଟିକା ନେନେ ଡୋଜ୍ ପ୍ରତି ୨୫୦ ଟଙ୍କା ଦେବାକୁ ପଡ଼ିବ । ଟିକା ନେବା ପାଇଁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ସେହିପରି […]

Continue Reading

‘ଆଣ୍ଟିଲିଆ’ ସମ୍ମୁଖରେ ବି‌ସ୍ଫୋରକ ଜବତ ଘଟଣାରେ ‘ଜୈଶ ଉଲ ହିନ୍ଦ’ର କୌଣସି ହାତ ନାହିଁ

ନୂଆଦିଲ୍ଲୀ: ‘ଜୈଶ ଉଲ ହିନ୍ଦ’ ଦ୍ୱାରା ପ୍ରକାଶିତ ଏକ ବାର୍ତ୍ତା ସେୟାର କରି କହିଛି ଯେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ରଖିବାରେ ଏହି ସଂସ୍ଥାର କୌଣସି ହାତ ନାହିଁ। ଏହାଛଡ଼ା ଅମ୍ବାନିଙ୍କୁ ମଧ୍ୟ କୌଣସି ଧମକପୂର୍ଣ୍ଣ ଚିଠି ମଧ୍ୟ ଦିଆଯାଇନାହିଁ। ଗଣମାଧ୍ୟମରେ ପ୍ରସାରିତ ଚିଠିଟି ନକଲି ବୋଲି କହିଛି ମୁମ୍ବାଇ ପୋଲିସ୍। ରବିବାର ଦିନ ଆତଙ୍କବାଦୀ ସଂଗଠନ ଜୈଶ ଉଲ ହିନ୍ଦ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ଦିଆଯାଇଥିବା ଧମକ […]

Continue Reading

ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏ କ୍ଲାସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା । ରାଜ୍ୟକେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାସହ ସ୍କୁଲରେ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ପାଠପଢ଼ା । ୭ଟାରୁ ୯ଟା ଯାଏ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ଚାଲିବ । ସେହିପରି ୯ଟାରୁ ୧ଟା ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା […]

Continue Reading

ଆଜି ଏମ୍‌ସରେ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ; ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଜି ଯେ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। କରୋନାଭାଇରସ୍ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଯୋଗ୍ୟ […]

Continue Reading