ଟ୍ୱିଟରରେ ହାସଟ୍ୟାଗ୍ସକୁ ରାଜନୀତିକ ବିଜ୍ଞାପନ ଭାବେ ଗ୍ରହଣ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକଙ୍କ ସହ ଯୋଡ଼ି ହେବାର ସବୁଠୁ ବଡ଼ ମାଧ୍ୟମ ଡିଜିଟାଲ୍ । ଇଣ୍ଟରନେଟ୍ ମାଧ୍ୟମରେ କାହାରିକୁ ବି କୌଣସି ସ୍ଥାନରେ ଆପଣ ପ୍ରଭାବିତ କରିପାରିବେ । ଆଉ ନିର୍ବାଚନ ବେଳେ ବିଭିନ୍ନ ସୋସିଆଲ୍ ମିଡିଆର ଚାହିଦା କାହିଁରେ କେତେ କଣ । ଜନମତକୁ ପ୍ରଭାବିତ କରିବା, କୌଣସି ପ୍ରସଙ୍ଗକୁ ନେଇ କାହିରିକୁ ଟାର୍ଗେଟ୍ କରିବା ପାଇଁ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ହେଉଛି । ଆଉ ସୋସିଆଲ୍ ମିଡିଆରେ ଏସବୁକୁ ବଳ ଦେଉଛି ହାସଟ୍ୟାଗ୍ସ । ନିର୍ବାଚନ […]

Continue Reading

ଆଣ୍ଡ୍ରୋଏଡ୍ ଫୋନକୁ କାହିଁକି ପସନ୍ଦ କରନ୍ତି ବିଲ୍ ଗେଟ୍ସ ?

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କର ଆଜିବି ପ୍ରଥମ ପସନ୍ଦ ରହିଛି ଆଣ୍ଡ୍ରଏଡ୍ ଡିଭାଇସ୍। ଏନେଇ ଅଡିଓ ଚାଟ୍ ଆପ୍ କ୍ଲବହାଉସରେ ଏକ ସାକ୍ଷାତକାରରେ ଏହି ଉଦ୍ୟୋଗ ପତି ଜଣକ କହିଛନ୍ତି ଯେ ସେ ଆପଲ୍ ଆଇଫୋନ୍ ଅପେକ୍ଷା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଅଧିକ ପସନ୍ଦ କରନ୍ତି। କାରଣ ଏଥିରେ ପୂର୍ବରୁ ମାଇକ୍ରୋସଫ୍ଟ ସଫ୍ଟୱେର୍ ଲୋଡ୍ ହୋଇ ରହିଥାଏ।

Continue Reading

କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା, ଜାଣନ୍ତୁ କେଉଁ ପଟେ ଯିବେ…

ଭୁବନେଶ୍ୱର: ଜରୁରୀ ମରାମତି କାର୍ଯ୍ୟ ପାଇଁ ମଙ୍ଗଳବାର ଠାରୁ ୬୦ ଦିନ ଧରି କୁଆଖାଇର ବାମପଟ ବ୍ରିଜ ବନ୍ଦ ରହିବ ବୋଲି ଟ୍ୱିନସିଟି କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି। NH-16 ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ LHS ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ ଉକ୍ତ ବ୍ରିଜର ଯାଞ୍ଚ ଏବଂ ଲୋଡ୍ ଜନିତ ପରୀକ୍ଷାର ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ […]

Continue Reading

ନାବାଳିକା ବେକରେ ଲୁହାର ଶିକୁଳି ପକାଇଲେ ବାପା, ଜାଣନ୍ତୁ କାରଣ

କେନ୍ଦୁଝର: ବେକରେ ଲୁହା ଶିକୁଳି । ସେଥିରେ ଝୁଲୁଛି ତାଲା। ତେବେ କିଏ ଏହି ଝିଅ? କାହିଁକି ତାର ବେକରେ ଏଭଳି ଲୁହାର ଶିକୁଳି ପଡିଛି ଜାଣିଲେ ଆପଣ ବି ହାତବାକ ହୋଇ ପଦବେ। ବେକରେ ଲୁହ ଶିକୁଳି ପଡିଥିବା ଏହି ନାବାଳିକା ଝିଅ ହେଉଛନ୍ତି କେନ୍ଦୁଝର ସଦର ଥାନା ବରଦାପାଳ ଗାଁର ଜାମଦା ମାଝିଙ୍କ ଝିଅ କୁସୁମିତ। ନବମ ଶ୍ରେଣୀରେ ପଢୁଥିବା ଝିଅର ବେକକୁ ଲୁହା ଶିକୁଳିରେ ବାନ୍ଧି ତାଲା ପକାଇ ଘରେ ରଖିଛନ୍ତି ବାପା […]

Continue Reading

ଜେଲରୁ ବେଲରେ ଆସି ହତ୍ୟାକାଣ୍ଡ, ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ମାରିଦେଲା ଅଭିଯୁକ୍ତ

ହାଥରସ୍: ପୁଣି ଚର୍ଚ୍ଚାରେ ହାଥରସ୍ । ନାରୀ ନିର୍ଯାତନା ଅବା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ହାଥରସ୍ ପୁଣି ଟାଇମଲାଇନକୁ ଆସିଛି । ହାଥରସର ସସନି ଅଞ୍ଚଳରେ ଦୁଷ୍କର୍ମ ଅଭିଯୁକ୍ତ ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ହତ୍ୟା କରିଛି । ହତ୍ୟା ଘଟଣାରେ ୪ ଜଣ ସମ୍ପୃକ୍ତ ଥିବାବେଳେ ପୋଲିସ ଜଣଙ୍କୁ ଗିରଫ କରିଛି । https://platform.twitter.com/embed/Tweet.html?dnt=true&embedId=twitter-widget-0&frame=false&hideCard=false&hideThread=false&id=1366578548677373953&lang=en&origin=https%3A%2F%2Fodishasambad.in%2Fout-on-bail-man-accused-of-sex-assault-shoots-dead-survivors-father%2F&theme=light&widgetsVersion=889aa01%3A1612811843556&width=550px ୨୦୧୮ ଜୁଲାଇରେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜଣଙ୍କ ଜେଲ୍ ଯାଇଥିଲା । ମାସକ ତଳେ ସେ ବେଲରେ ଜେଲରୁ […]

Continue Reading

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢ଼ାଉ ଜାରି

ଗଜପତି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ନାଗେଶ୍ୱର ସେନାପତିଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ତୃତୀୟ ଗଳିରେ ଥିବା ବାସଭବନ, ଗଜପତି ଜିଲ୍ଲାର କାଶୀନଗର ମିନିଗାମରେ ଥିବା ଗୋଟିଏ ଇଟା ଫ୍ୟାକ୍ଟ୍ରିରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ନିକଟ ନିୟତି ବିହାର ଟାୱାରରେ ରହୁଥିବା […]

Continue Reading

ଓଲଟି ପଡିଲା ଯାତ୍ରୀବାହୀ ବସ୍ ପ୍ରିନ୍ସ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‍ ପ୍ରିନ୍ସ । ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୬ ଯାତ୍ରୀ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାନୁସାରେ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିବା ବେଳେ କୁମାରୁଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଥିବା ସମସ୍ତ ୪୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ୍ ଓଲଟିବା ଖବର […]

Continue Reading

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ; ୬ ଶ୍ରମିକ ମୃତ, ୧୦ ରୁ ଅଧିକ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣ ଶ୍ରମିକ ପ୍ରାଣ ହରାଇବା ସହ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କାନପୁରର ଦେହାତ ଦେଇ ଯାଇଥିବା ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ […]

Continue Reading

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣାସ୍ଥଳରୁ ମାରିଥିଲେ ଚମ୍ପଟ । ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ […]

Continue Reading

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।  ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ରାଧାବଲ୍ଲଭ […]

Continue Reading